/odisha-reporter/media/post_attachments/uploads/2020/11/phone.jpg)
phone
ଝିଅ ବାଥରୁମ୍ରୁ ବାହାରିବା ପରେ ତା’ ହାତରେ ଫୋନ୍ ଦେଖି ବାପା ସଙ୍ଗେ ସଙ୍ଗେ ପଚାରିଲେ...
Advertisment
ଯେତେବେଳେ ଦେଖ ଫୋନ୍ରେ ଲାଗିରହୁଛୁ। ତୁ ଫ୍ରୀ କେବେ ରହୁଛୁ ?
ଝିଅ : ସରି ବାପା
ବାପା : ତୁ ଫ୍ରୀ ହେଲେ କ’ଣ କରୁଛୁ ?
ଝିଅ : ଫୋନ୍ ଚାର୍ଜ କରୁଛି।
ବାପା : ତେବେ ଫ୍ରୀ କେବେ ରହୁଛୁ ?
ଝିଅ : ଯେବେ ଫୋନ୍ର ବ୍ୟାଟେରୀ ସରିଯାଏ, ସେବେ ମୁଁ ଫ୍ରୀ ରୁହେ !!
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
