Advertisment

ବାଥରୁମ୍‌ରେ ଫୋନ୍‌

ଝିଅ ବାଥରୁମ୍‌ରୁ ବାହାରିବା ପରେ ତା’ ହାତରେ ଫୋନ୍‌ ଦେଖି ବାପା ସଙ୍ଗେ ସଙ୍ଗେ ପଚାରିଲେ… ଯେତେବେଳେ ଦେଖ ଫୋନ୍‌ରେ ଲାଗିରହୁଛୁ। ତୁ ଫ୍ରୀ କେବେ ରହୁଛୁ ? ଝିଅ : ସରି ବାପା ବାପା : ତୁ ଫ୍ରୀ ହେଲେ କ’ଣ କରୁଛୁ ? ଝିଅ : ଫୋନ୍‌ ଚାର୍ଜ କରୁଛି। ବାପା : ତେବେ ଫ୍ରୀ କେବେ ରହୁଛୁ ? ଝିଅ : ଯେବେ ଫୋନ୍‌ର ବ୍ୟାଟେରୀ ସରିଯାଏ, ସେବେ ମୁଁ ଫ୍ରୀ ରୁହେ […]

ଅଦ୍ୟତନ ହୋଇଛି
ବାଥରୁମ୍‌ରେ ଫୋନ୍‌

phone

Advertisment

ଝିଅ ବାଥରୁମ୍‌ରୁ ବାହାରିବା ପରେ ତା’ ହାତରେ ଫୋନ୍‌ ଦେଖି ବାପା ସଙ୍ଗେ ସଙ୍ଗେ ପଚାରିଲେ...

Advertisment

ଯେତେବେଳେ ଦେଖ ଫୋନ୍‌ରେ ଲାଗିରହୁଛୁ। ତୁ ଫ୍ରୀ କେବେ ରହୁଛୁ ?

ଝିଅ : ସରି ବାପା

ବାପା : ତୁ ଫ୍ରୀ ହେଲେ କ’ଣ କରୁଛୁ ?

ଝିଅ : ଫୋନ୍‌ ଚାର୍ଜ କରୁଛି।

ବାପା : ତେବେ ଫ୍ରୀ କେବେ ରହୁଛୁ ?

ଝିଅ : ଯେବେ ଫୋନ୍‌ର ବ୍ୟାଟେରୀ ସରିଯାଏ, ସେବେ ମୁଁ ଫ୍ରୀ ରୁହେ !!

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe