୨୫ ବର୍ଷର ଝିଅ ଦରକାର

ଗୋଟିଏ ଦୋକାନରେ ବୋର୍ଡ ଲାଗିଥିଲା। ଯେଉଁଥିରେ ଲେଖିଥିଲା ଏଠାରେ ବିବାହର ସମସ୍ତ ସାମଗ୍ରୀ ମିଳେ।

ଦୋକାନକୁ ଦେଖିବା ପରେ ପପୁ : ଭାଇ ଏଠାରେ ବାହାଘର ପାଇଁ ସବୁ ଜିନିଷ ମିଳେ ?

ଆହୁରି ପଢ଼ନ୍ତୁ

ଦୋକାନୀ : ହଁ

ପପୁ : ତା’ହେଲେ ମୋ ବାହାଘର ପାଇଁ ଗୋଟିଏ ୨୫ ବର୍ଷୀୟ ଝିଅ ଦେଖାନ୍ତୁ ତ….

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।