Advertisment

୨୫ ବର୍ଷର ଝିଅ ଦରକାର

ଗୋଟିଏ ଦୋକାନରେ ବୋର୍ଡ ଲାଗିଥିଲା। ଯେଉଁଥିରେ ଲେଖିଥିଲା ଏଠାରେ ବିବାହର ସମସ୍ତ ସାମଗ୍ରୀ ମିଳେ। ଦୋକାନକୁ ଦେଖିବା ପରେ ପପୁ : ଭାଇ ଏଠାରେ ବାହାଘର ପାଇଁ ସବୁ ଜିନିଷ ମିଳେ ? ଦୋକାନୀ : ହଁ ପପୁ : ତା’ହେଲେ ମୋ ବାହାଘର ପାଇଁ ଗୋଟିଏ ୨୫ ବର୍ଷୀୟ ଝିଅ ଦେଖାନ୍ତୁ ତ….

ଅଦ୍ୟତନ ହୋଇଛି
୨୫ ବର୍ଷର ଝିଅ ଦରକାର

papu

Advertisment

ଗୋଟିଏ ଦୋକାନରେ ବୋର୍ଡ ଲାଗିଥିଲା। ଯେଉଁଥିରେ ଲେଖିଥିଲା ଏଠାରେ ବିବାହର ସମସ୍ତ ସାମଗ୍ରୀ ମିଳେ।

Advertisment

ଦୋକାନକୁ ଦେଖିବା ପରେ ପପୁ : ଭାଇ ଏଠାରେ ବାହାଘର ପାଇଁ ସବୁ ଜିନିଷ ମିଳେ ?

ଦୋକାନୀ : ହଁ

ପପୁ : ତା’ହେଲେ ମୋ ବାହାଘର ପାଇଁ ଗୋଟିଏ ୨୫ ବର୍ଷୀୟ ଝିଅ ଦେଖାନ୍ତୁ ତ....

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe