/odisha-reporter/media/post_attachments/uploads/2019/08/papuu.jpg)
papuu
ପପୁ ସାଇକେଲ ନେଇ ବଜାର ଯାଇଥିଲା। ଏହି ସମୟରେ ଆରପଟୁ ଦୀପୁ ଆସି ପପୁ ସହ ଧକ୍କା ହୋଇଗଲା। ପପୁ ଖଣ୍ଡିଆ ଖାବରା ହୋଇ ତଳେ ପଡ଼ିଲା। ପପୁ ଚଟାପଟ ଝାଡ଼ିଝୁଡ଼ି ହୋଇ ଉଠି ଦୀପୁକୁ ଗାଳି ଦେବାକୁ ବାହାରିଲା।
Advertisment
ଦୀପୁ : ଭାଇ ତମ ଭାଗ୍ୟ ଭଲ ଆଜି ବଞ୍ଚିଗଲ।
ପପୁ : ଆରେ ତୁ ବଡ଼ ବଦମାସ ପିଲା ମୋତେ ଧକ୍କା କରି କହୁଛୁ ନା କ'ଣ ଭାଗ୍ୟ ଭଲ ବଞ୍ଚିଗଲ...
ଦୀପୁ : ଆରେ ଭାଇ ରାଗନ୍ତୁନି। ଆଜି ମୋର ଛୁଟି ଥିଲା। ସେଥିପାଇଁ ବାଇକ ଚଳାଉଛି। ନହେଲେ ପରା ମୁଁ ଟ୍ରକ ଚଲାଏ। ଟ୍ରକ ତଳକୁ ଆସିଥିଲେ ତମେ କ'ଣ ବଞ୍ଚିଥା’ନ୍ତ!!!
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
