Advertisment

ସ୍ୱର୍ଗର ଅପ‌ସରା ପାଇଁ ପପୁର ପୂଜାପାଠ!

ପପୁର ଚରିତ୍ର ଉପରେ ପ୍ରୀତିର ସବୁବେଳେ ସନ୍ଦେହ। ଅଫିସରେ କାଳେ ପପୁ କୋଉ ଝିଅ ସହ କଥା ହେଉଛି। ପ୍ରୀତିକୁ କହୁନାହିଁ। ପ୍ରୀତି ବି ଆଗ ଅପେକ୍ଷା ପପୁର ସବୁ କାମ ଉପରେ ଏବେ ନଜର ରଖୁଛି। ପ୍ରୀତି ମନକୁ ସନ୍ଦେହ ଦୂର କରିବା ପାଇଁ ପପୁ ଚିନ୍ତାକଲା। ସେଥିପାଇଁ ପପୁ ଆଇ ଦାଢ଼ି କାଟିଲା ନାହିଁ। ନିୟମିତ ପୂଜା କଲା ଏବଂ ଗରିବମାନଙ୍କୁ ଦାନ,ଦକ୍ଷିଣା ଦେବାରେ ଲାଗିଲା। ଏମିତିକି ଅଫିସରୁ ଆସିବା ପରେ ଯଦି କିଛି […]

ଅଦ୍ୟତନ ହୋଇଛି
ସ୍ୱର୍ଗର ଅପ‌ସରା ପାଇଁ ପପୁର ପୂଜାପାଠ!

baba

Advertisment

ପପୁର ଚରିତ୍ର ଉପରେ ପ୍ରୀତିର ସବୁବେଳେ ସନ୍ଦେହ। ଅଫିସରେ କାଳେ ପପୁ କୋଉ ଝିଅ ସହ କଥା ହେଉଛି। ପ୍ରୀତିକୁ କହୁନାହିଁ। ପ୍ରୀତି ବି ଆଗ ଅପେକ୍ଷା ପପୁର ସବୁ କାମ ଉପରେ ଏବେ ନଜର ରଖୁଛି। ପ୍ରୀତି ମନକୁ ସନ୍ଦେହ ଦୂର କରିବା ପାଇଁ ପପୁ ଚିନ୍ତାକଲା।

Advertisment

ସେଥିପାଇଁ ପପୁ ଆଇ ଦାଢ଼ି କାଟିଲା ନାହିଁ। ନିୟମିତ ପୂଜା କଲା ଏବଂ ଗରିବମାନଙ୍କୁ ଦାନ,ଦକ୍ଷିଣା ଦେବାରେ ଲାଗିଲା। ଏମିତିକି ଅଫିସରୁ ଆସିବା ପରେ ଯଦି କିଛି ସମୟ ବଳିପଡ଼େ, ସେ ପୂଜାପାଠରେ ଲାଗିପଡ଼େ।

ଏସବୁ ଦେଖିବା ପରେ ପ୍ରୀତି ତା ପିଲାଦିନର ସାଙ୍ଗ ରାନୁକୁ ଫୋନ୍‌ କରି କଥା ହେବାବେଳେ କହିଲା, ‘ ଜାଣିଛୁ ରାନୁ, ଏ ବଦମାସ୍ ସ୍ୱର୍ଗର ଅପସରାଙ୍କୁ ପାଇବା ପାଇଁ ଏବେ ପୂଜାପାଠରେ ଲାଗିପଡ଼ିଛି। ମୁନିଋଷିଙ୍କ ପରି ଦାଢ଼ି ବି ବଢ଼ିଗଲାଣି।’

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe