/odisha-reporter/media/post_attachments/uploads/2020/06/cartoon.jpg)
cartoon
ପପୁର ବାହାଘର ପୂର୍ବର କଥା। ତା ସାଙ୍ଗ ଦିପୁର ବାହାଘରରେ ଯୋଗ ଦେବା ପାଇଁ ସେ ଏକ ଟ୍ରେନରେ ବସି ସମ୍ବଲପୁର ଯାଉଥାଏ। ସେ ବସିଥିବା ବଗିରେ ଏକ ଦମ୍ପତିଙ୍କ ମଧ୍ୟରେ ଜୋରସୋରରେ ଝଗଡ଼ା ଚାଲୁଥାଏ। ସ୍ତ୍ରୀଟି ଦେଖିବାକୁ ବହୁତ ସୁନ୍ଦର ଗୋଟିଏ ଚାଉଳରେ ଗଢ଼ା।
Advertisment
ତଥାପି ସ୍ୱାମୀଜଣଙ୍କ ତାଙ୍କୁ ଗାଳି ଦେଇ କହୁଥାନ୍ତି, ତୁମକୁ ବାହା ହୋଇ ମୋ ଜୀବନ ମାଟି ହେଇଗଲା। ମୁଁ ଏବେ ବହୁତ ପସ୍ତଉଛି। ଏବେ ଇଚ୍ଛା ହେଉଛି ତୁମକୁ ଭୋକିଲା କୁକୁର ଆଗକୁ ଠେଲିଦେବି!!!
ଏକଥା ଶୁଣି ପପୁ ମୁଣ୍ଡକୁ ଏକ ଆଇଡିଆ ଜୁଟିଲା। ପ୍ରତିବାଦ କରିବାକୁ ଯାଇ ସେ କୁକୁର ପରି ଭୁକିବା ଆରମ୍ଭ କରିଦେଲା!! ଭୋ...ଭୋ...ଭୋ....
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
