ଆଜି ରବିବାର ପପୁର ଅଫିସ ଛୁଟି ଅଛି। ତେଣୁ ସେ ପ୍ରତିକୁ ଘରେ କିଛି ଟାଇମ ଦେବ ବୋଲି ଚିନ୍ତା କଲା। ଏଇ ସମୟରେ ଗୋଟିଏ ନୂଆ ଗେମ ଖେଳିବା ପାଇଁ ପ୍ରୀତି ପପୁକୁ କହିଲା। ଖେଳର ପରିଣତି କ'ଣ ହେଲା ଜାଣିବା ପାଇଁ ପଢ଼ନ୍ତୁ...
ପ୍ରୀତି : ଚାଲ ଗୋଟେ ନୂଆ ଗେମ ଖେଳିବା!
ପପୁ : କୋଉ ଗେମ?
ପ୍ରୀତି : ଯଦି କୌଣସି ରଙ୍ଗର ନାମ କହିଲି ତମେ ବାମ ପଟ କାନ୍ଥରେ ହାତ ମାରିବ। ଆଉ ଯଦି ମୁଁ କୋଉ ଫଳର ନାମ କହିଲି ତମେ ଡାହାଣ ପଟ କାନ୍ଥରେ ହାତ ମାରିବ।
ପପୁ : ଯଦି ମୁଁ ଜିତିଗଲି?
ପ୍ରୀତି : ଯିଏ ହାରିବ ସେ ଜିତିଥିବା ଲୋକର ସବୁକଥା ଜୀବନସାରା ମାନିବ।
ପପୁ ଖୁସି ହୋଇ କହିଲା : ଏ ଗେମ ତ ମୁଁ ହିଁ ଜିତିବି!!!
ପ୍ରୀତି : ଠିକ ଅଛି ତେବେ ଗେମ ଆରମ୍ଭ କରିବା। ପ୍ରଥମେ 'ଅରେଞ୍ଜ'...
ପପୁ : ଏବେ ପପୁ ବିଚରା ଚିନ୍ତାରେ ପଡ଼ିଯାଇଛି ଯେ ତା ସ୍ତ୍ରୀ ପ୍ରୀତି ଅରେଞ୍ଜ କଲର କହିଲା ନା ଫଳର ନାଁ କହିଲା!
ତେଣୁ ବାଧ୍ୟ ହୋଇ ସେ ପ୍ରୀତିଠାରୁ ହାରିଗଲା!!!
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ଘର ମାଲିକ କାହିଁକି ଏଗ୍ରିମେଣ୍ଟ କରୁ ନାହାନ୍ତି
ଯଦି ଏଗ୍ରିମେଣ୍ଟ ନାହିଁ, କିଭଳି ଜବରଦସ୍ତ ରହୁଥିବା ଭଡ଼ାଟିଆଙ୍କୁ କାଢ଼ିବେ?
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।