Advertisment

ଗେମରେ ହାରିଗଲା ପପୁ !

ଆଜି ରବିବାର ପପୁର ଅଫିସ ଛୁଟି ଅଛି। ତେଣୁ ସେ ପ୍ରତିକୁ ଘରେ କିଛି ଟାଇମ ଦେବ ବୋଲି ଚିନ୍ତା କଲା। ଏଇ ସମୟରେ ଗୋଟିଏ ନୂଆ ଗେମ ଖେଳିବା ପାଇଁ ପ୍ରୀତି ପପୁକୁ କହିଲା। ଖେଳର ପରିଣତି କ’ଣ ହେଲା ଜାଣିବା ପାଇଁ ପଢ଼ନ୍ତୁ… ପ୍ରୀତି : ଚାଲ ଗୋଟେ ନୂଆ ଗେମ ଖେଳିବା! ପପୁ : କୋଉ ଗେମ? ପ୍ରୀତି : ଯଦି କୌଣସି ରଙ୍ଗର ନାମ କହିଲି ତମେ ବାମ ପଟ କାନ୍ଥରେ […]

କଇଁ କଇଁ ହୋଇ କାନ୍ଦିଲା ପପୁ

PAPU

Advertisment

ଆଜି ରବିବାର ପପୁର ଅଫିସ ଛୁଟି ଅଛି। ତେଣୁ ସେ ପ୍ରତିକୁ ଘରେ କିଛି ଟାଇମ ଦେବ ବୋଲି ଚିନ୍ତା କଲା। ଏଇ ସମୟରେ ଗୋଟିଏ ନୂଆ ଗେମ ଖେଳିବା ପାଇଁ ପ୍ରୀତି ପପୁକୁ କହିଲା। ଖେଳର ପରିଣତି କ'ଣ ହେଲା ଜାଣିବା ପାଇଁ ପଢ଼ନ୍ତୁ...

Advertisment

ପ୍ରୀତି : ଚାଲ ଗୋଟେ ନୂଆ ଗେମ ଖେଳିବା!

ପପୁ : କୋଉ ଗେମ?

ପ୍ରୀତି : ଯଦି କୌଣସି ରଙ୍ଗର ନାମ କହିଲି ତମେ ବାମ ପଟ କାନ୍ଥରେ ହାତ ମାରିବ। ଆଉ ଯଦି ମୁଁ କୋଉ ଫଳର ନାମ କହିଲି ତମେ ଡାହାଣ ପଟ କାନ୍ଥରେ ହାତ ମାରିବ।

ପପୁ : ଯଦି ମୁଁ ଜିତିଗଲି?

ପ୍ରୀତି : ଯିଏ ହାରିବ ସେ ଜିତିଥିବା ଲୋକର ସବୁକଥା ଜୀବନସାରା ମାନିବ।

ପପୁ ଖୁସି ହୋଇ କହିଲା : ଏ ଗେମ ତ ମୁଁ ହିଁ ଜିତିବି!!!

ପ୍ରୀତି : ଠିକ ଅଛି ତେବେ ଗେମ ଆରମ୍ଭ କରିବା। ପ୍ରଥମେ 'ଅରେଞ୍ଜ'...

ପପୁ : ଏବେ ପପୁ ବିଚରା ଚିନ୍ତାରେ ପଡ଼ିଯାଇଛି ଯେ ତା ସ୍ତ୍ରୀ ପ୍ରୀତି ଅରେଞ୍ଜ କଲର କହିଲା ନା ଫଳର ନାଁ କହିଲା!
ତେଣୁ ବାଧ୍ୟ ହୋଇ ସେ ପ୍ରୀତିଠାରୁ ହାରିଗଲା!!!

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe