ପପୁ – ସାଙ୍ଗ, ମୁଁ ଗର୍ଲଫ୍ରେଣ୍ଡକୁ ସ୍ପେଶାଲ ଗିଫ୍ଟ ଦେବା ପାଇଁ ଚାହୁଛି, କଣ ଦେବି?
ଗପୁ – ଗୋଟେ କାମ କର, ସୁନା ମୁଦିଟିଏ ଦେଇ ଦେ।
ପପୁ – ସାଙ୍ଗ, ଟିକେ ବଡ଼ ଜିନିଷ କହୁନୁ।
ଗପୁ – ତା’ହେଲେ ସୁନା ମୁଦି ବଦଳରେ ଏମଆରଏଫର ଟାୟର ଦେଇ ଦେ।
ପପୁ – ସାଙ୍ଗ, ମୁଁ ଗର୍ଲଫ୍ରେଣ୍ଡକୁ ସ୍ପେଶାଲ ଗିଫ୍ଟ ଦେବା ପାଇଁ ଚାହୁଛି, କଣ ଦେବି? ଗପୁ – ଗୋଟେ କାମ କର, ସୁନା ମୁଦିଟିଏ ଦେଇ ଦେ। ପପୁ – ସାଙ୍ଗ, ଟିକେ ବଡ଼ ଜିନିଷ କହୁନୁ। ଗପୁ – ତା’ହେଲେ ସୁନା ମୁଦି ବଦଳରେ ଏମଆରଏଫର ଟାୟର ଦେଇ ଦେ।
gift
ପପୁ – ସାଙ୍ଗ, ମୁଁ ଗର୍ଲଫ୍ରେଣ୍ଡକୁ ସ୍ପେଶାଲ ଗିଫ୍ଟ ଦେବା ପାଇଁ ଚାହୁଛି, କଣ ଦେବି?
ଗପୁ – ଗୋଟେ କାମ କର, ସୁନା ମୁଦିଟିଏ ଦେଇ ଦେ।
ପପୁ – ସାଙ୍ଗ, ଟିକେ ବଡ଼ ଜିନିଷ କହୁନୁ।
ଗପୁ – ତା’ହେଲେ ସୁନା ମୁଦି ବଦଳରେ ଏମଆରଏଫର ଟାୟର ଦେଇ ଦେ।