Advertisment

ଦୁଇ ଟ୍ରେନ୍‌ ମୁହାଁମୁହିଁ

ପ୍ରଥମଥର ପାଇଁ ରେଲୱେ ଚାକିରି ରିଟେନ୍‌ରେ ସିଲେକ୍ଟ ହେବା ପରେ ପପୁ ଇଣ୍ଟରଭ୍ୟୁ ଦେବା ପାଇଁ ଗଲା। ଇଣ୍ଟରଭ୍ୟୁରେ ବସ୍‌ ପପୁକୁ ପ୍ରଶ୍ନ କଲେ… ବସ୍‌ : ପପୁ ଯଦି ଦୁଇଟି ଟ୍ରେନ ଗୋଟିଏ ଟ୍ରାକରେ ଆମନାସାମ୍ନା ହୋଇ ଆସୁଛନ୍ତି, ତେବେ ତୁମେ କ’ଣ କରିବ ? ପପୁ : ଲାଲ୍‌ ପତାକା ଦେଖାଇ ଦେବି, ଟ୍ରେନ୍‌ ରହିଯିବ। ବସ୍‌ : ଯଦି ଲାଲ୍‌ ପତାକା ତୁମକୁ ମିଳିବ ନାହିଁ…ତେବେ ? ପପୁ : ତା’ହେଲେ ଟର୍ଚ୍ଚ […]

author-image
Puspanjali Panda
ଦୁଇ ଟ୍ରେନ୍‌ ମୁହାଁମୁହିଁ

train

ପ୍ରଥମଥର ପାଇଁ ରେଲୱେ ଚାକିରି ରିଟେନ୍‌ରେ ସିଲେକ୍ଟ ହେବା ପରେ ପପୁ ଇଣ୍ଟରଭ୍ୟୁ ଦେବା ପାଇଁ ଗଲା।

Advertisment

ଇଣ୍ଟରଭ୍ୟୁରେ ବସ୍‌ ପପୁକୁ ପ୍ରଶ୍ନ କଲେ...

ବସ୍‌ : ପପୁ ଯଦି ଦୁଇଟି ଟ୍ରେନ ଗୋଟିଏ ଟ୍ରାକରେ ଆମନାସାମ୍ନା ହୋଇ ଆସୁଛନ୍ତି, ତେବେ ତୁମେ କ’ଣ କରିବ ?

ପପୁ : ଲାଲ୍‌ ପତାକା ଦେଖାଇ ଦେବି, ଟ୍ରେନ୍‌ ରହିଯିବ।

ବସ୍‌ : ଯଦି ଲାଲ୍‌ ପତାକା ତୁମକୁ ମିଳିବ ନାହିଁ...ତେବେ ?

ପପୁ : ତା’ହେଲେ ଟର୍ଚ୍ଚ ମାରିବି।

ବସ୍‌ : ଯଦି ଟର୍ଚ୍ଚ ବି ମିଳିଲାନାହିଁ !!

ପପୁ : ତେବେ ମୁଁ ମୋ ଲାଲ୍‌ ଶାର୍ଟ ବାହାର କରି ଦେଖାଇବି...

ବସ୍‌ : ଆଚ୍ଛା ଯଦି ତୁମେ ସେଦିନ ଲାଲ୍ ଶାର୍ଟ ପିନ୍ଧି ନଥିବ, ତେବେ କ’ଣ କରିବ ?

ପପୁ : ତା’ହେଲେ ସାର୍‌ ମୁଁ ମୋ ପିଇଷୀଙ୍କ ପୁଅକୁ ଡାକି ଆଣିବି।

ବସ୍‌ : କାହିଁକି ?

ପପୁ : କାରଣ ସେ କେବେ ଦୁଇଟି ଟ୍ରେନକୁ ମୁହାଁମୁହିଁ ହେଉଥିବା ଦେଖିନାହିଁ।