ଅପରେସନ ଥିଏଟରରୁ ପପୁ ଛୁ !
ପପୁ- ତୁ ଅପରେସନ୍ ନ କରାଇ ମେଡିକାଲରୁ ପଳେଇ ଆସିଲୁ କାହିଁକି…?
ମନୁ- ଆରେ, ନର୍ସ ବାରମ୍ବାର କହୁଥିଲା ଯେ ଡରନି, କିଛି ହବନି…। ଏଇଟା ମାତ୍ର ଗୋଟାଏ ଛୋଟ ଅପରେସନ୍!
ଆହୁରି ପଢ଼ନ୍ତୁ
ପପୁ- ତା’ହେଲେ ଏଥିରେ ଡରିବାର କଣ ଅଛି…? ଠିକ କଥା ତ କହୁଥିଲେ ନର୍ସ!
ମନୁ- ନା ରେ, ସେ ଏଇ କଥା ମୋତେ ନାହିଁ, ଡାକ୍ତରଙ୍କୁ କହୁଥିଲା… ! ! !
ଏହା ଶୁଣି ପପୁ ମୁଣ୍ଡରେ ହାତ ଦେଇ ବସିଲା…
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।