ଅଦ୍ୟତନ ହୋଇଛି
ccccccccccc
Advertisment
ପପୁ- ତୁ ଅପରେସନ୍ ନ କରାଇ ମେଡିକାଲରୁ ପଳେଇ ଆସିଲୁ କାହିଁକି...?
ମନୁ- ଆରେ, ନର୍ସ ବାରମ୍ବାର କହୁଥିଲା ଯେ ଡରନି, କିଛି ହବନି...। ଏଇଟା ମାତ୍ର ଗୋଟାଏ ଛୋଟ ଅପରେସନ୍!
Advertisment
ପପୁ- ତା’ହେଲେ ଏଥିରେ ଡରିବାର କଣ ଅଛି...? ଠିକ କଥା ତ କହୁଥିଲେ ନର୍ସ!
ମନୁ- ନା ରେ, ସେ ଏଇ କଥା ମୋତେ ନାହିଁ, ଡାକ୍ତରଙ୍କୁ କହୁଥିଲା... ! ! !
ଏହା ଶୁଣି ପପୁ ମୁଣ୍ଡରେ ହାତ ଦେଇ ବସିଲା...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/ccccccccccc.jpg)