ଥରେ ଜଙ୍ଗଲରେ ଯାଉଥିବା ସମୟରେ ପପୁ ଗୋଡ଼କୁ ସାପ କାମୁଡ଼ି ଦେଲା। ସାପକୁ କାମୁଡୁଥିବା ଦେଖି ପପୁ ଗୋଡ଼ଟିକୁ ସାପ ଆଗକୁ ଦେଖାଇଲା ଏବଂ ସାପକୁ କହିଲା।
ପପୁ : ନେ ଗୋଡ଼ ଯେତେ କାମୁଡ଼ିବା କଥା କାମୁଡ଼ି ପକା।
ସାପ ପପୁ ଗୋଡ଼କୁ ଦେଖି ପୁଣି ତିନିରୁ ଚାରିଥର ଚୋଟ ମାରିଲା।
ଏତେ ପରେ ବି ପପୁ କିଛି ନହେଉଥିବା ପରି ବସିରହିଲା। ଏତେ ସମୟ କାମୁଡ଼ିବା ପରେ ସାପଟି ଥକିଯାଇ ପପୁକୁ କହିଲା।
ସାପ : ଆବେ ତୁ ମଣିଷ ନା ଭୂତ ଏତେ କାମୁଡ଼ିବା ପରେ ତୋର କିଛି ହେଉନାହିଁ ?
ପପୁ : ହଁ ମୁଁ ତ ମଣିଷ ହେଲେ ତୁ ମୋର ଯେଉଁ ଗୋଡ଼କୁ କାମୁଡି ଚାଲିଛୁ, ସେଟା ନକଲି ଗୋଡ଼। ତେଣୁ ଯେତେ ଇଚ୍ଛା ମନ ଶାନ୍ତି କରି ଚୋଟ ମାରିଚାଲ...
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ଭଲ କଥା ବୁଝାଉଛି ‘ପ୍ଲାଷ୍ଟିକ ବାୟା’
ବାପି କେବଳ ପ୍ଲାଷ୍ଟିକ ଅଳିଆ ସଫା କରନ୍ତି ତାହା ନୁହେଁ, ପର୍ଯ୍ୟଟକଙ୍କୁ ପ୍ଲାଷ୍ଟିକ ଅଳିଆର ଅପକାରିତା ସମ୍ପର୍କରେ ବୁଝାନ୍ତି। ମେଳା ମହୋତ୍ସବରେ ପ୍ଲାଷ୍ଟିକଭୂତ ଭାବରେ ନିଜେ ସଜେଇ ହୋଇ ପରିବେଶ ସଚେତନତାର ବାର୍ତ୍ତା ଦିଅନ୍ତି।
Human Intrest
ଘର ମାଲିକ କାହିଁକି ଏଗ୍ରିମେଣ୍ଟ କରୁ ନାହାନ୍ତି
ଯଦି ଏଗ୍ରିମେଣ୍ଟ ନାହିଁ, କିଭଳି ଜବରଦସ୍ତ ରହୁଥିବା ଭଡ଼ାଟିଆଙ୍କୁ କାଢ଼ିବେ?
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।