Advertisment

ସାପ କାମୁଡ଼ା ଖାଇଲା ପପୁ

ଥରେ ଜଙ୍ଗଲରେ ଯାଉଥିବା ସମୟରେ ପପୁ ଗୋଡ଼କୁ ସାପ କାମୁଡ଼ି ଦେଲା। ସାପକୁ କାମୁଡୁଥିବା ଦେଖି ପପୁ ଗୋଡ଼ଟିକୁ ସାପ ଆଗକୁ ଦେଖାଇଲା ଏବଂ ସାପକୁ କହିଲା। ପପୁ : ନେ ଗୋଡ଼ ଯେତେ କାମୁଡ଼ିବା କଥା କାମୁଡ଼ି ପକା। ସାପ ପପୁ ଗୋଡ଼କୁ ଦେଖି ପୁଣି ତିନିରୁ ଚାରିଥର ଚୋଟ ମାରିଲା। ଏତେ ପରେ ବି ପପୁ କିଛି ନହେଉଥିବା ପରି ବସିରହିଲା। ଏତେ ସମୟ କାମୁଡ଼ିବା ପରେ ସାପଟି ଥକିଯାଇ ପପୁକୁ କହିଲା। ସାପ […]

ଅଦ୍ୟତନ ହୋଇଛି
ସାପ କାମୁଡ଼ା ଖାଇଲା ପପୁ

snake

Advertisment

ଥରେ ଜଙ୍ଗଲରେ ଯାଉଥିବା ସମୟରେ ପପୁ ଗୋଡ଼କୁ ସାପ କାମୁଡ଼ି ଦେଲା। ସାପକୁ କାମୁଡୁଥିବା ଦେଖି ପପୁ ଗୋଡ଼ଟିକୁ ସାପ ଆଗକୁ ଦେଖାଇଲା ଏବଂ ସାପକୁ କହିଲା।

Advertisment

ପପୁ : ନେ ଗୋଡ଼ ଯେତେ କାମୁଡ଼ିବା କଥା କାମୁଡ଼ି ପକା।

ସାପ ପପୁ ଗୋଡ଼କୁ ଦେଖି ପୁଣି ତିନିରୁ ଚାରିଥର ଚୋଟ ମାରିଲା।

ଏତେ ପରେ ବି ପପୁ କିଛି ନହେଉଥିବା ପରି ବସିରହିଲା। ଏତେ ସମୟ କାମୁଡ଼ିବା ପରେ ସାପଟି ଥକିଯାଇ ପପୁକୁ କହିଲା।

ସାପ : ଆବେ ତୁ ମଣିଷ ନା ଭୂତ ଏତେ କାମୁଡ଼ିବା ପରେ ତୋର କିଛି ହେଉନାହିଁ ?

ପପୁ : ହଁ ମୁଁ ତ ମଣିଷ ହେଲେ ତୁ ମୋର ଯେଉଁ ଗୋଡ଼କୁ କାମୁଡି ଚାଲିଛୁ, ସେଟା ନକଲି ଗୋଡ଼। ତେଣୁ ଯେତେ ଇଚ୍ଛା ମନ ଶାନ୍ତି କରି ଚୋଟ ମାରିଚାଲ...

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe