Advertisment

ଜୁଆ ଖେଳି ଧରାପଡ଼ିବା ପରେ...

ପପୁ ଓ ତା’ର ସାଙ୍ଗମାନେ ମିଶି ଜୁଆ ଖେଳୁଥିଲେ। ଠିକ୍‌ ଏହି ସମୟରେ ପୁଲିସ ଆସି ପହଞ୍ଚିଲା। ପୁଲିସକୁ ଦେଖି ପପୁ ଆଗୁଆ ଦୌଡ଼ି ଯାଇ ପୁଲିସ ଗାଡ଼ିରେ ବସିପଡ଼ିଲା। ପୁଲିସ : ତୁ ଆଗୁଆ ଗାଡ଼ିରେ କାହିଁକି ବସିପଡ଼ିଲୁ। ଆମେ ତୋତେ ଏପର୍ଯ୍ୟନ୍ତ ବାନ୍ଧିନାହୁଁ। ପପୁ : ପଛଥର ଜୁଆ ଖେଳି ଧରାପଡ଼ିବା ପରେ ମୋତେ ଗାଡ଼ିରେ ସିଟ୍‌ ମିଳିନଥିଲା। ଶେଷରେ ଠିଆ ହୋଇଯାଇଥିଲି। ସେଥିପାଇଁ ଏଥର ଆଗୁଆ ବସିପଡ଼ିଲି !!

author-image
Puspanjali Panda
ଅଦ୍ୟତନ ହୋଇଛି
ଜୁଆ ଖେଳି ଧରାପଡ଼ିବା ପରେ...

papu

ପପୁ ଓ ତା’ର ସାଙ୍ଗମାନେ ମିଶି ଜୁଆ ଖେଳୁଥିଲେ। ଠିକ୍‌ ଏହି ସମୟରେ ପୁଲିସ ଆସି ପହଞ୍ଚିଲା।

Advertisment

ପୁଲିସକୁ ଦେଖି ପପୁ ଆଗୁଆ ଦୌଡ଼ି ଯାଇ ପୁଲିସ ଗାଡ଼ିରେ ବସିପଡ଼ିଲା।

ପୁଲିସ : ତୁ ଆଗୁଆ ଗାଡ଼ିରେ କାହିଁକି ବସିପଡ଼ିଲୁ। ଆମେ ତୋତେ ଏପର୍ଯ୍ୟନ୍ତ ବାନ୍ଧିନାହୁଁ।

ପପୁ : ପଛଥର ଜୁଆ ଖେଳି ଧରାପଡ଼ିବା ପରେ ମୋତେ ଗାଡ଼ିରେ ସିଟ୍‌ ମିଳିନଥିଲା। ଶେଷରେ ଠିଆ ହୋଇଯାଇଥିଲି। ସେଥିପାଇଁ ଏଥର ଆଗୁଆ ବସିପଡ଼ିଲି !!

Advertisment