/odisha-reporter/media/post_attachments/uploads/2020/10/pink.jpg)
pink
ପପୁ ଯେଉଁ ଝିଅକୁ ପ୍ରପୋଜ କରୁଛି, ସୋମାନେ ତାକୁ ମାଡ଼ ମାରି ରିଜେକ୍ଟ କରିଦେଉଛନ୍ତି। ତେଣୁ ପପୁ ରାଗିଯାଇ ଜଣେ ସାଧୁଙ୍କ ପାଖକୁ ଗଲା, ଏହାର ଉପାୟ ବାହାର କରିବା ପାଇଁ।
Advertisment
ସେଠାରେ ୩ ଜଣ ସାଧୁ ୩ଟି ଆସନ ପକାଇ ଆଶ୍ରମରେ ବସିଥିଲେ।
ପପୁ- ବାବା ମୋ ଅସୁବିଧାର ଅନ୍ତ କରନ୍ତୁ।
ସାଧୁ- ତୁମର କ’ଣ ସମସ୍ୟା ହୋଇଛି କୁହ।
ପପୁ-ବାବା ଗୋଟିଏ ହେଲେ ବି ଝିଅ ମୋ ପ୍ରେମ ପ୍ରସ୍ତାବରେ ରାଜି ହେଉନାହାନ୍ତି।
ପପୁର ଏହି କଥା ଶୁଣି ବାବା ସେଠାରେ ବସିଥିବା ଛୋଟ ବାବାଙ୍କୁ କହିଲେ, ଆମ ପାଖରେ କାଲିଠାରୁ ଆଉ ଏକ ଆସନ ପକାଇଦିଅ। ଏ ଯୁବକ କାଲିଠାରୁ ଆମ ପାଖରେ ହିଁ ବସିବ....
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
