Advertisment

ପପୁକୁ ରିଜେକ୍ଟ କରୁଛନ୍ତି ଝିଅ

ପପୁ ଯେଉଁ ଝିଅକୁ ପ୍ରପୋଜ କରୁଛି, ସୋମାନେ ତାକୁ ମାଡ଼ ମାରି ରିଜେକ୍ଟ କରିଦେଉଛନ୍ତି। ତେଣୁ ପପୁ ରାଗିଯାଇ ଜଣେ ସାଧୁଙ୍କ ପାଖକୁ ଗଲା, ଏହାର ଉପାୟ ବାହାର କରିବା ପାଇଁ। ସେଠାରେ ୩ ଜଣ ସାଧୁ ୩ଟି ଆସନ ପକାଇ ଆଶ୍ରମରେ ବସିଥିଲେ। ପପୁ- ବାବା ମୋ ଅସୁବିଧାର ଅନ୍ତ କରନ୍ତୁ। ସାଧୁ- ତୁମର କ’ଣ ସମସ୍ୟା ହୋଇଛି କୁହ। ପପୁ-ବାବା ଗୋଟିଏ ହେଲେ ବି ଝିଅ ମୋ ପ୍ରେମ ପ୍ରସ୍ତାବରେ ରାଜି ହେଉନାହାନ୍ତି। ପପୁର […]

ଅଦ୍ୟତନ ହୋଇଛି
ପପୁକୁ ରିଜେକ୍ଟ କରୁଛନ୍ତି ଝିଅ

pink

Advertisment

ପପୁ ଯେଉଁ ଝିଅକୁ ପ୍ରପୋଜ କରୁଛି, ସୋମାନେ ତାକୁ ମାଡ଼ ମାରି ରିଜେକ୍ଟ କରିଦେଉଛନ୍ତି। ତେଣୁ ପପୁ ରାଗିଯାଇ ଜଣେ ସାଧୁଙ୍କ ପାଖକୁ ଗଲା, ଏହାର ଉପାୟ ବାହାର କରିବା ପାଇଁ।

Advertisment

ସେଠାରେ ୩ ଜଣ ସାଧୁ ୩ଟି ଆସନ ପକାଇ ଆଶ୍ରମରେ ବସିଥିଲେ।

ପପୁ- ବାବା ମୋ ଅସୁବିଧାର ଅନ୍ତ କରନ୍ତୁ।

ସାଧୁ- ତୁମର କ’ଣ ସମସ୍ୟା ହୋଇଛି କୁହ।

ପପୁ-ବାବା ଗୋଟିଏ ହେଲେ ବି ଝିଅ ମୋ ପ୍ରେମ ପ୍ରସ୍ତାବରେ ରାଜି ହେଉନାହାନ୍ତି।

ପପୁର ଏହି କଥା ଶୁଣି ବାବା ସେଠାରେ ବସିଥିବା ଛୋଟ ବାବାଙ୍କୁ କହିଲେ, ଆମ ପାଖରେ କାଲିଠାରୁ ଆଉ ଏକ ଆସନ ପକାଇଦିଅ। ଏ ଯୁବକ କାଲିଠାରୁ ଆମ ପାଖରେ ହିଁ ବସିବ....

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe