ପପୁ ଓ ପ୍ରୀତି ଭିତରେ ଦିନେ ଜୋରସୋର୍ରେ ଝଗଡ଼ା ଲାଗିଲା। ରାଗିଯାଇ ପପୁ ଆଉ ପ୍ରୀତି ସାଙ୍ଗରେ କଥା ହେଲା ନାହିଁ। ପପୁ ପାଟିରୁ କଥା ବାହାର କରିବା ପାଇଁ ପ୍ରୀତି ଗୋଟିଏ ଉପାୟ ଚିନ୍ତା କଲା।
ପ୍ରୀତି : ଏବେ ମୁଁ ୧୦ ପର୍ଯ୍ୟନ୍ତ ଗଣିବି, ଯଦି ତୁମେ କଥା କହିବ ନାହିଁ ମୁଁ ବିଷ ଖାଇଦେବି।
ପ୍ରୀତି : ଏକ
ପପୁ : ଚୁପ୍ ରହିଲା
ପ୍ରୀତି : ଦୁଇ
ପପୁ : ଏବେ ବି ଚୁପ୍ ରହିଲା
ପ୍ରୀତି : କିଛି କୁହ ପ୍ଲିଜ୍, ଏୟା କହି ପ୍ରୀତି କାନ୍ଦିବାକୁ ଲାଗିଲା
ପପୁ : ଏତେ କାନ୍ଦନା ୧୦ ପର୍ଯ୍ୟନ୍ତ ଗଣିଚାଲ !!
ପ୍ରୀତି : ଯାହା ହେଉ ତୁମେ କଥା କହିଲ, ନହେଲେ ମୋତେ ଏବେ ବିଷ ଖାଇବାକୁ ପଡ଼ିଥା’ନ୍ତା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।