/odisha-reporter/media/post_attachments/uploads/2020/08/jokes-1.jpg)
jokes
ପପୁ ଓ ପ୍ରୀତି ଭିତରେ ଦିନେ ଜୋରସୋର୍ରେ ଝଗଡ଼ା ଲାଗିଲା। ରାଗିଯାଇ ପପୁ ଆଉ ପ୍ରୀତି ସାଙ୍ଗରେ କଥା ହେଲା ନାହିଁ। ପପୁ ପାଟିରୁ କଥା ବାହାର କରିବା ପାଇଁ ପ୍ରୀତି ଗୋଟିଏ ଉପାୟ ଚିନ୍ତା କଲା।
Advertisment
ପ୍ରୀତି : ଏବେ ମୁଁ ୧୦ ପର୍ଯ୍ୟନ୍ତ ଗଣିବି, ଯଦି ତୁମେ କଥା କହିବ ନାହିଁ ମୁଁ ବିଷ ଖାଇଦେବି।
ପ୍ରୀତି : ଏକ
ପପୁ : ଚୁପ୍ ରହିଲା
ପ୍ରୀତି : ଦୁଇ
ପପୁ : ଏବେ ବି ଚୁପ୍ ରହିଲା
ପ୍ରୀତି : କିଛି କୁହ ପ୍ଲିଜ୍, ଏୟା କହି ପ୍ରୀତି କାନ୍ଦିବାକୁ ଲାଗିଲା
ପପୁ : ଏତେ କାନ୍ଦନା ୧୦ ପର୍ଯ୍ୟନ୍ତ ଗଣିଚାଲ !!
ପ୍ରୀତି : ଯାହା ହେଉ ତୁମେ କଥା କହିଲ, ନହେଲେ ମୋତେ ଏବେ ବିଷ ଖାଇବାକୁ ପଡ଼ିଥା’ନ୍ତା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
