ସ୍ତ୍ରୀ ସହ ଝଗଡ଼ାରେ ହାରିଗଲା ପପୁ

ପପୁ ଓ ପ୍ରୀତି ଭିତରେ ଦିନେ ଜୋରସୋର୍‌ରେ ଝଗଡ଼ା ଲାଗିଲା। ରାଗିଯାଇ ପପୁ ଆଉ ପ୍ରୀତି ସାଙ୍ଗରେ କଥା ହେଲା ନାହିଁ। ପପୁ ପାଟିରୁ କଥା ବାହାର କରିବା ପାଇଁ ପ୍ରୀତି ଗୋଟିଏ ଉପାୟ ଚିନ୍ତା କଲା। ପ୍ରୀତି : ଏବେ ମୁଁ ୧୦ ପର୍ଯ୍ୟନ୍ତ ଗଣିବି, ଯଦି ତୁମେ କଥା କହିବ ନାହିଁ ମୁଁ ବିଷ ଖାଇଦେବି। ପ୍ରୀତି : ଏକ ପପୁ : ଚୁପ୍‌ ରହିଲା ପ୍ରୀତି : ଦୁଇ ପପୁ : ଏବେ […]

jokes

Puspanjali Panda
  • Published: Thursday, 06 August 2020
  • , Updated: 06 August 2020, 02:50 PM IST

ପପୁ ଓ ପ୍ରୀତି ଭିତରେ ଦିନେ ଜୋରସୋର୍‌ରେ ଝଗଡ଼ା ଲାଗିଲା। ରାଗିଯାଇ ପପୁ ଆଉ ପ୍ରୀତି ସାଙ୍ଗରେ କଥା ହେଲା ନାହିଁ। ପପୁ ପାଟିରୁ କଥା ବାହାର କରିବା ପାଇଁ ପ୍ରୀତି ଗୋଟିଏ ଉପାୟ ଚିନ୍ତା କଲା।

ପ୍ରୀତି : ଏବେ ମୁଁ ୧୦ ପର୍ଯ୍ୟନ୍ତ ଗଣିବି, ଯଦି ତୁମେ କଥା କହିବ ନାହିଁ ମୁଁ ବିଷ ଖାଇଦେବି।

ପ୍ରୀତି : ଏକ

ପପୁ : ଚୁପ୍‌ ରହିଲା

ପ୍ରୀତି : ଦୁଇ

ପପୁ : ଏବେ ବି ଚୁପ୍‌ ରହିଲା

ପ୍ରୀତି : କିଛି କୁହ ପ୍ଲିଜ୍‌, ଏୟା କହି ପ୍ରୀତି କାନ୍ଦିବାକୁ ଲାଗିଲା

ପପୁ : ଏତେ କାନ୍ଦନା ୧୦ ପର୍ଯ୍ୟନ୍ତ ଗଣିଚାଲ !!

ପ୍ରୀତି : ଯାହା ହେଉ ତୁମେ କଥା କହିଲ, ନହେଲେ ମୋତେ ଏବେ ବିଷ ଖାଇବାକୁ ପଡ଼ିଥା’ନ୍ତା।

Related story