ଅଫିସର ଲୋକଙ୍କୁ ନେଇ ଘରେ ଡିନର ପାର୍ଟି ରଖିବା ପାଇଁ ପପୁ ଅଫିସରେ ଅଚାନକ ପ୍ଲାନ୍ କଲା। ହେଲେ ପ୍ରୀତିକୁ ଫୋନ୍ କରି ଜଣାଇବ କେମିତି ? ଏବେ କହିଲେ ସେ ରାଗିଯିବ। ତେଣୁ ପପୁ ପ୍ରୀତିକୁ ମେସେଜ୍ କଲା। ମେସେଜ୍ରେ ଲେଖିଲା, ଶୁଣ ଆଜି ରାତି ଡିନର୍ରେ ଅଫିସରୁ ମୋ ସହିତ ସାଙ୍ଗମାନେ ଯିବେ। ତୁମେ ଭଲ ଖାଇବା ତିଆରି କରି ରଖିଥିବ।
ଏତକ ମେସେଜ୍ ଲେଖି ସାରିବା ପରେ ପ୍ରୀତିର କିଛି ରିପ୍ଲାଏ ଆସିଲା ନାହିଁ।
ପୁଣି ପପୁ ପ୍ରୀତିକୁ ଆଉ ଏକ ମେସେଜ୍ କଲା। ଶୁଣ ମୋ ସାଲାରୀ ଡବଲ୍ ହୋଇଯାଇଛି। ଆରମାସରେ ତୁମ ପାଇଁ ଏକ ସୁନାର ମୁଦି କିଣିଦେବି।
ମେସେଜ୍ ପଢ଼ି ପ୍ରୀତି ସାଙ୍ଗେ ସାଙ୍ଗେ ରିପ୍ଲାଏ ଦେଲା, ଓ ମାଇଁ ଗଡ୍... ସତ କହୁଛ ?
ପପୁ ପୁଣି ଲେଖିଲା, ନାଇଁ... ମୁଁ ତ ଏମିତି ଚେକ୍ କରୁଥିଲି, ତମକୁ ମୋ ପ୍ରଥମ ମେସେଜ୍ ମିଳିଛି କି ନାହିଁ। ନହେଲେ ତୁମେ ପରେ କହିଥା’ନ୍ତ, ମୋତେ ତ ମେସେଜ୍ ମିଳିନି ରୋଷେଇ କେମିତି କରିଥା’ନ୍ତି !!
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।