Advertisment

ଛାତ୍ରର ଉତ୍ତର ଶୁଣି ମ୍ୟାଡମ ବେହୋସ୍

ଦିନେ ମ୍ୟାଡମ କ୍ଲାସରେ ପିଲାମାନଙ୍କୁ ପ୍ରଶ୍ନ କଲେ- ମ୍ୟାଡମ- ପିଲା ମାନେ, ତୁମ ମାନଙ୍କ ଭିତରୁ ସାହାସୀ କିଏ? ପ୍ରଶ୍ନ ଶୁଣି ସମସ୍ତେ ହାତ ଉଠେଇଲେ। ଏହା ଦେଖି ମ୍ୟାଡମ ଆଉ ଏକ ପ୍ରଶ୍ନ କଲେ- ମ୍ୟାଡମ- କହିଲ ଦେଖି, ଯଦି ତୁମ ସ୍କୁଲ ଆଗରେ କେହି ଜଣେ ବୋମା ରଖି ଦିଏ, ତା’ ହେଲେ ତୁମେ କଣ କରିବ? ଏଥରକ ପ୍ରଶ୍ନ ଶୁଣି ପପୁ ହାତ ଉଠାଇ କହିଲା- ମ୍ୟାଡମ, ଗୋଟାଏ, ଦୁଇ ମିନିଟ ଦେଖିବି। […]

ଛାତ୍ରର ଉତ୍ତର ଶୁଣି ମ୍ୟାଡମ ବେହୋସ୍

cartoon

Advertisment

ଦିନେ ମ୍ୟାଡମ କ୍ଲାସରେ ପିଲାମାନଙ୍କୁ ପ୍ରଶ୍ନ କଲେ-

ମ୍ୟାଡମ- ପିଲା ମାନେ, ତୁମ ମାନଙ୍କ ଭିତରୁ ସାହାସୀ କିଏ?

ପ୍ରଶ୍ନ ଶୁଣି ସମସ୍ତେ ହାତ ଉଠେଇଲେ। ଏହା ଦେଖି ମ୍ୟାଡମ ଆଉ ଏକ ପ୍ରଶ୍ନ କଲେ-

ମ୍ୟାଡମ- କହିଲ ଦେଖି, ଯଦି ତୁମ ସ୍କୁଲ ଆଗରେ କେହି ଜଣେ ବୋମା ରଖି ଦିଏ, ତା’ ହେଲେ ତୁମେ କଣ କରିବ?

Advertisment

ଏଥରକ ପ୍ରଶ୍ନ ଶୁଣି ପପୁ ହାତ ଉଠାଇ କହିଲା- ମ୍ୟାଡମ, ଗୋଟାଏ, ଦୁଇ ମିନିଟ ଦେଖିବି। କେହି ଯଦି ବୋମା ଟେକି ନେଇଗଲେ ଭଲ ନ ହେଲେ ତାକୁ ଷ୍ଟାଫରୂମରେ ଥୋଇ ଆସିବି।

ଉତ୍ତର ଶୁଣି ମ୍ୟାଡମ ବେହୋସ୍।

Jokes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe