୨ରୁ ୨ ଗଲେ କେତେ?

ଶିକ୍ଷକ: ଆଚ୍ଛା ପିଲାଏ, ୨ରୁ ୨ ଫେଡ଼ିଲେ କେତେ ହେବ? ପପୁ: ବୁଝି ପାରିଲିନି ସାର୍‌? ଶିକ୍ଷକ: ଆରେ ପପୁ, ଧରିନେ ମୁଁ ତୋତେ ୨ଟି ରୁଟି ଦେଇଥିଲି। ଆଉ ତୁ ଦୁଇଟି ଯାକ ଖାଇ ଦେଲୁ। ତା’ପରେ ତୁମ ପାଖରେ ଆଉ କ’ଣ ରହିଲା? ପପୁ: ତରକାରି। ………………………………………………………………………………………………………………………………. ଶିକ୍ଷକ: ପିଲାଏ, ଏମିତି କିଛି ଜାଗାର ନାଁ କୁହ ଯେଉଁଠି ବହୁତ ଲୋକ ଥିବା ସତ୍ତ୍ୱେ ତୁମେ ଏକୁଟିଆ ଅନୁଭବ କର? ପପୁ ଚଟାପଟ୍‌ ଉଠିପଡ଼ି […]

Emoji

Emoji

Jitendra Garnayak
  • Published: Sunday, 28 February 2021
  • Updated: 28 February 2021, 02:16 PM IST

Sports

Latest News

ଶିକ୍ଷକ: ଆଚ୍ଛା ପିଲାଏ, ୨ରୁ ୨ ଫେଡ଼ିଲେ କେତେ ହେବ?
ପପୁ: ବୁଝି ପାରିଲିନି ସାର୍‌?
ଶିକ୍ଷକ: ଆରେ ପପୁ, ଧରିନେ ମୁଁ ତୋତେ ୨ଟି ରୁଟି ଦେଇଥିଲି। ଆଉ ତୁ ଦୁଇଟି ଯାକ ଖାଇ ଦେଲୁ। ତା’ପରେ ତୁମ ପାଖରେ ଆଉ କ’ଣ ରହିଲା?
ପପୁ: ତରକାରି।
.................................................................................................................................................

ଶିକ୍ଷକ: ପିଲାଏ, ଏମିତି କିଛି ଜାଗାର ନାଁ କୁହ ଯେଉଁଠି ବହୁତ ଲୋକ ଥିବା ସତ୍ତ୍ୱେ ତୁମେ ଏକୁଟିଆ ଅନୁଭବ କର?
ପପୁ ଚଟାପଟ୍‌ ଉଠିପଡ଼ି କହିଲା- ସାର୍‌, ପରୀକ୍ଷା ହଲ୍‌।
....................................................................................................................................................

ଶିକ୍ଷକ: କେଉଁ ଦେଶ ‘I Love You’ ଆବିଷ୍କାର କରିଥିଲା?
ପପୁ: ଚୀନ।
ଶିକ୍ଷକ: କେମିତି?
ପପୁ: କାରଣ ‘I Love You’ରେ ଚୀନର ସବୁ ଗୁଣ ରହିଛି। ଏଥିରେ କିଛି ଗ୍ୟାରେଣ୍ଟି ନାହିଁ କି ୱାରେଣ୍ଟି ନାହିଁ। ଠିକ୍‌ ରହିଲେ ଜହ୍ନ ପର୍ଯ୍ୟନ୍ତ ଚାଲିବ, ନହେଲେ ସନ୍ଧ୍ୟା ବେଳକୁ ଶେଷ।
................................................................................................................................................

ପପୁ: ଆଜି ଟିଭିରେ ୩୦ ଫୁଟ୍‌ର ସାପ ଦେଖିଲି।
ପିଣ୍ଟୁ: ଦୁର୍ଭାଗ୍ୟ, ମୁଁ ଦେଖିପାରିବନି।
ପପୁ: କାହିଁକି?
ପିଣ୍ଟୁ: କାରଣ ଆମ ଘରେ ୨୧ ଇଞ୍ଚର ଟିଭି ଅଛି।

(ସୌଜନ୍ୟ- ଦୈନିକ ଜାଗରଣ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story