Human Intrest news ସେଲଫି ନେବାର କ୍ରେଜ ପପୁ : ମୁମ୍ବାଇ ଏକ୍ସପ୍ରେସ କେବେ ଆସିବ ? ଟିଟି : ୫ ଟାରେ ପପୁ : ଲୋକାଲ ଟ୍ରେନ କେବେ ଆସିବ ? ଟିଟି : ୯ ଟାରେ ପପୁ : ଆଉ ମାଲ ଗାଡି କେତେବେଳେ ଆସୁଛି ? ଟିଟି : ୧ଟାରେ, ହେଲେ ତୁମେ କେଉଁ ଜାଗାକୁ ଯିବ କୁହ ? ପପୁ : ସାର ମୁଁ କୁଆଡେ ଯିବିନି। ବାସ ଟ୍ରେନରେ ବସି ଟିକେ ସେଲଫି ନେବି। Puspanjali Panda 08 Jul 2020 12:35 IST papuପପୁ : ମୁମ୍ବାଇ ଏକ୍ସପ୍ରେସ କେବେ ଆସିବ ?ଟିଟି : ୫ ଟାରେପପୁ : ଲୋକାଲ ଟ୍ରେନ କେବେ ଆସିବ ?ଟିଟି : ୯ ଟାରେପପୁ : ଆଉ ମାଲ ଗାଡି କେତେବେଳେ ଆସୁଛି ?ଟିଟି : ୧ଟାରେ, ହେଲେ ତୁମେ କେଉଁ ଜାଗାକୁ ଯିବ କୁହ ?ପପୁ : ସାର ମୁଁ କୁଆଡେ ଯିବିନି। ବାସ ଟ୍ରେନରେ ବସି ଟିକେ ସେଲଫି ନେବି। Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ