Advertisment

ସେଲଫି ନେବାର କ୍ରେଜ

ପପୁ : ମୁମ୍ବାଇ ଏକ୍ସପ୍ରେସ କେବେ ଆସିବ ? ଟିଟି : ୫ ଟାରେ ପପୁ : ଲୋକାଲ ଟ୍ରେନ କେବେ ଆସିବ ? ଟିଟି : ୯ ଟାରେ ପପୁ : ଆଉ ମାଲ ଗାଡି କେତେବେଳେ ଆସୁଛି ? ଟିଟି : ୧ଟାରେ, ହେଲେ ତୁମେ କେଉଁ ଜାଗାକୁ ଯିବ କୁହ ? ପପୁ : ସାର ମୁଁ କୁଆଡେ ଯିବିନି। ବାସ ଟ୍ରେନରେ ବସି ଟିକେ ସେଲଫି ନେବି।

ସେଲଫି ନେବାର କ୍ରେଜ

papu

Advertisment

ପପୁ : ମୁମ୍ବାଇ ଏକ୍ସପ୍ରେସ କେବେ ଆସିବ ?

ଟିଟି : ୫ ଟାରେ

ପପୁ : ଲୋକାଲ ଟ୍ରେନ କେବେ ଆସିବ ?

ଟିଟି : ୯ ଟାରେ

ପପୁ : ଆଉ ମାଲ ଗାଡି କେତେବେଳେ ଆସୁଛି ?

ଟିଟି : ୧ଟାରେ, ହେଲେ ତୁମେ କେଉଁ ଜାଗାକୁ ଯିବ କୁହ ?

ପପୁ : ସାର ମୁଁ କୁଆଡେ ଯିବିନି। ବାସ ଟ୍ରେନରେ ବସି ଟିକେ ସେଲଫି ନେବି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe