ଆମେ ଭଡ଼ାଟିଆ, ଘର ଭୁଶୁଡ଼ିଲେ ଆମର ଢୋ…!

ପପୁ – ମନୁ ଉଠ, ଘର ଦୋହଲୁଛି।

ଭୁମିକମ୍ପ ନା କଣ….!

ମନୁ – ଆରେ ନା, ଚୁପଚାପ୍ ସୋଇପଡ଼େ।

ଘର ଭୁଶୁଡ଼ି ପଡ଼ିଲେ ଆମର କିଛି ଯିବନି, ଆମେ ତ ଭଡ଼ାଟିଆ…!!!

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।