Advertisment

ଆମେ ଭଡ଼ାଟିଆ, ଘର ଭୁଶୁଡ଼ିଲେ ଆମର ଢୋ...!

ପପୁ – ମନୁ ଉଠ, ଘର ଦୋହଲୁଛି। ଭୁମିକମ୍ପ ନା କଣ….! ମନୁ – ଆରେ ନା, ଚୁପଚାପ୍ ସୋଇପଡ଼େ। ଘର ଭୁଶୁଡ଼ି ପଡ଼ିଲେ ଆମର କିଛି ଯିବନି, ଆମେ ତ ଭଡ଼ାଟିଆ…!!!

author-image
Labanya Jyoti Masant
ଆମେ ଭଡ଼ାଟିଆ, ଘର ଭୁଶୁଡ଼ିଲେ ଆମର ଢୋ...!

manu papu

ପପୁ - ମନୁ ଉଠ, ଘର ଦୋହଲୁଛି।

ଭୁମିକମ୍ପ ନା କଣ....!

ମନୁ - ଆରେ ନା, ଚୁପଚାପ୍ ସୋଇପଡ଼େ।

ଘର ଭୁଶୁଡ଼ି ପଡ଼ିଲେ ଆମର କିଛି ଯିବନି, ଆମେ ତ ଭଡ଼ାଟିଆ...!!!

Jokes