ନନ୍ଭେଜ୍ ନହେଲେ ପପୁ ପାଟିକୁ ଖାଦ୍ୟ ରୁଚେ ନାହିଁ। ସହଜେ ଆଜି ସୋମବାର। ପ୍ରୀତି ଘରକୁ ନନ୍ଭେଜ୍ ପୂରାଇ ଦେବନାହିଁ। ଆଜି ଭେଜ୍ ଖାଇବାଗୁଡ଼ା କେମିତି ଖାଇବ, ଏକଥା ଭାବି ପପୁ ଚିନ୍ତାରେ ଥିଲା। ପପୁ ଅଫିସ ବାହରିବା ପୂର୍ବରୁ ପ୍ରୀତି ତା’ ପାଖରେ ଖାଇବା ବାଢ଼ିଦେଲା। ଭେଜ୍ ଖାଇବା ଦେଖି ନାକ ଟେକିଲା। ହେଲେ ପ୍ରୀତିର ଡ଼ରରେ ଖାଇବା ଆରମ୍ଭ କଲା। ଅଳ୍ପ ଖାଇସାରିବା ପରେ ପପୁ ପ୍ରୀତିକୁ କହିଲା...
ପପୁ : ତରକାରୀରେ ଆଜି ଲୁଣ ପକେଇନ କି ?
ପ୍ରୀତି : କଥା କ’ଣ କି ଆଜି ତରକାରୀ ଟିକେ ଲାଗି ଯାଇଥିଲା। ପୋଡ଼ା ବାସ୍ନା ବି ହେଉଥିଲା।
ପପୁ : ସେଠୁ କ’ଣ ହେଲା.. ପୋଡ଼ିଗଲା ବୋଲି କ’ଣ ଲୁଣ ପକାଇବ ନାହିଁ।
ପ୍ରୀତି : ତୁମ ମା’ ପରା କହିଥିଲେ, ପୋଡ଼ା ଜିନିଷରେ ଲୁଣ ପକାଇବୁ ନାହିଁ। ମୁଁ କେମିତି ପକେଇବି !!!
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।