Advertisment

ମଣିଷ ସବୁଠୁ ବେଶି ନର୍ଭସ୍‌ କେବେ ହୋଇଥାଏ ?

ବଣ୍ଟି : କହିଲୁ ରାନୀ ମଣିଷ ସବୁଠୁ ବେଶି ନର୍ଭସ୍‌ କେତେବେଳେ ହୋଇଥାଏ ? ରାନୀ : କେବେ ହୋଇଥାଏ, ମୁଁ ଜାଣିନାହିଁ । ବଣ୍ଟି : ଯେବେ ଗୋଟିଏ ଫଟା ନୋଟ୍‌ ଧରି ଦୋକାନୀ ପାଖକୁ ଯାଇଥାଏ ଏବଂ ମନରେ ଡ଼ର ରହିଥାଏ, କାଳେ ଦୋକାନୀର ଧ୍ୟାନ ନୋଟ୍‌ ଉପରେ ପଡ଼ିଯିବ।

author-image
Puspanjali Panda
ମଣିଷ ସବୁଠୁ ବେଶି ନର୍ଭସ୍‌ କେବେ ହୋଇଥାଏ ?

GIRL

ବଣ୍ଟି : କହିଲୁ ରାନୀ ମଣିଷ ସବୁଠୁ ବେଶି ନର୍ଭସ୍‌ କେତେବେଳେ ହୋଇଥାଏ ?

ରାନୀ : କେବେ ହୋଇଥାଏ, ମୁଁ ଜାଣିନାହିଁ ।

ବଣ୍ଟି : ଯେବେ ଗୋଟିଏ ଫଟା ନୋଟ୍‌ ଧରି ଦୋକାନୀ ପାଖକୁ ଯାଇଥାଏ ଏବଂ ମନରେ ଡ଼ର ରହିଥାଏ, କାଳେ ଦୋକାନୀର ଧ୍ୟାନ ନୋଟ୍‌ ଉପରେ ପଡ଼ିଯିବ।

Advertisment