Advertisment

ବ୍ୟାଙ୍କ, ଟଙ୍କା ଓ ହରତାଳ

ସୋନୁ– ମୋ ମନକୁ ଗୋଟେ ପ୍ରଶ୍ନ ଆସୁଛି। ମୋନୁ–  କି ପ୍ରଶ୍ନ? ସୋନୁ- ଦୁଗ୍ଧ ବିକ୍ରେତା ବା ଦୁଗ୍ଧ ଚାଷୀ ହରତାଳ କଲେ ରାସ୍ତାରେ କ୍ଷୀର ଢାଳି ଦେଉଛନ୍ତି। ସେମିତି ଟମାଟୋ ଚାଷୀ ରାସ୍ତାରେ ଟମାଟୋ ଗଦା କରି ହରତାଳ କରୁଛନ୍ତି। ବ୍ୟାଙ୍କ କର୍ମଚାରୀମାନେ କେବେ ରାସ୍ତାରେ ନୋଟ୍ ବିଛାଇ ହରତାଳ କରିବେ?

author-image
Biswobandita Swain
ଅଦ୍ୟତନ ହୋଇଛି
ବ୍ୟାଙ୍କ, ଟଙ୍କା ଓ ହରତାଳ

cartoons

ସୋନୁ- ମୋ ମନକୁ ଗୋଟେ ପ୍ରଶ୍ନ ଆସୁଛି।

ମୋନୁ-  କି ପ୍ରଶ୍ନ?

ସୋନୁ- ଦୁଗ୍ଧ ବିକ୍ରେତା ବା ଦୁଗ୍ଧ ଚାଷୀ ହରତାଳ କଲେ ରାସ୍ତାରେ କ୍ଷୀର ଢାଳି ଦେଉଛନ୍ତି। ସେମିତି ଟମାଟୋ ଚାଷୀ ରାସ୍ତାରେ ଟମାଟୋ ଗଦା କରି ହରତାଳ କରୁଛନ୍ତି। ବ୍ୟାଙ୍କ କର୍ମଚାରୀମାନେ କେବେ ରାସ୍ତାରେ ନୋଟ୍ ବିଛାଇ ହରତାଳ କରିବେ?

Advertisment