ବ୍ୟାଙ୍କ, ଟଙ୍କା ଓ ହରତାଳ

ସୋନୁ– ମୋ ମନକୁ ଗୋଟେ ପ୍ରଶ୍ନ ଆସୁଛି।

ମୋନୁ  କି ପ୍ରଶ୍ନ?

ସୋନୁ- ଦୁଗ୍ଧ ବିକ୍ରେତା ବା ଦୁଗ୍ଧ ଚାଷୀ ହରତାଳ କଲେ ରାସ୍ତାରେ କ୍ଷୀର ଢାଳି ଦେଉଛନ୍ତି। ସେମିତି ଟମାଟୋ ଚାଷୀ ରାସ୍ତାରେ ଟମାଟୋ ଗଦା କରି ହରତାଳ କରୁଛନ୍ତି। ବ୍ୟାଙ୍କ କର୍ମଚାରୀମାନେ କେବେ ରାସ୍ତାରେ ନୋଟ୍ ବିଛାଇ ହରତାଳ କରିବେ?

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।