ଅଦ୍ୟତନ ହୋଇଛି
cartoons
Advertisment
ସୋନୁ- ମୋ ମନକୁ ଗୋଟେ ପ୍ରଶ୍ନ ଆସୁଛି।
ମୋନୁ- କି ପ୍ରଶ୍ନ?
ସୋନୁ- ଦୁଗ୍ଧ ବିକ୍ରେତା ବା ଦୁଗ୍ଧ ଚାଷୀ ହରତାଳ କଲେ ରାସ୍ତାରେ କ୍ଷୀର ଢାଳି ଦେଉଛନ୍ତି। ସେମିତି ଟମାଟୋ ଚାଷୀ ରାସ୍ତାରେ ଟମାଟୋ ଗଦା କରି ହରତାଳ କରୁଛନ୍ତି। ବ୍ୟାଙ୍କ କର୍ମଚାରୀମାନେ କେବେ ରାସ୍ତାରେ ନୋଟ୍ ବିଛାଇ ହରତାଳ କରିବେ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/cartoons.jpg)