ସୋନୁ- ମୋ ମନକୁ ଗୋଟେ ପ୍ରଶ୍ନ ଆସୁଛି।
ମୋନୁ- କି ପ୍ରଶ୍ନ?
ସୋନୁ- ଦୁଗ୍ଧ ବିକ୍ରେତା ବା ଦୁଗ୍ଧ ଚାଷୀ ହରତାଳ କଲେ ରାସ୍ତାରେ କ୍ଷୀର ଢାଳି ଦେଉଛନ୍ତି। ସେମିତି ଟମାଟୋ ଚାଷୀ ରାସ୍ତାରେ ଟମାଟୋ ଗଦା କରି ହରତାଳ କରୁଛନ୍ତି। ବ୍ୟାଙ୍କ କର୍ମଚାରୀମାନେ କେବେ ରାସ୍ତାରେ ନୋଟ୍ ବିଛାଇ ହରତାଳ କରିବେ?
ସୋନୁ– ମୋ ମନକୁ ଗୋଟେ ପ୍ରଶ୍ନ ଆସୁଛି। ମୋନୁ– କି ପ୍ରଶ୍ନ? ସୋନୁ- ଦୁଗ୍ଧ ବିକ୍ରେତା ବା ଦୁଗ୍ଧ ଚାଷୀ ହରତାଳ କଲେ ରାସ୍ତାରେ କ୍ଷୀର ଢାଳି ଦେଉଛନ୍ତି। ସେମିତି ଟମାଟୋ ଚାଷୀ ରାସ୍ତାରେ ଟମାଟୋ ଗଦା କରି ହରତାଳ କରୁଛନ୍ତି। ବ୍ୟାଙ୍କ କର୍ମଚାରୀମାନେ କେବେ ରାସ୍ତାରେ ନୋଟ୍ ବିଛାଇ ହରତାଳ କରିବେ?
cartoons