Advertisment

ପପୁର ‘ଶକ୍ତି’ ପ୍ରୀତି

ପପୁ ପ୍ରୀତିକୁ ଫିଲ୍ମ ଦେଖାଇ ନେବ ବୋଲି କହିଥିଲା। ହେଲେ ଅଫିସରେ କାମ ଥିବା ଯୋଗୁ ପପୁର ଫେରିବାରେ ଲେଟ୍‌ ହୋଇଗଲା। ଘରେ ଆସି ପହଞ୍ଚି ଦେଖେ ତ ପ୍ରୀତି ରାଗରେ ଫଁ ଫଁ ହଉଛି। ପ୍ରୀତିକୁ ମନାଇବା ପାଇଁ ପପୁ କ’ଣ କଲା ପଢ଼ନ୍ତୁ… ପପୁ : ପ୍ରୀତି ଜାଣିଛ, ତୁମେ ମୋ ଶକ୍ତି। ତୁମ ମୁହଁକୁ ଦେଖି ଦେଲେ ମୋର ସବୁ କାମ ହୋଇଯାଏ। ପ୍ରୀତି : ଏ କଥା ଶୁଣି ଆହୁରି ରାଗିଗଲା। […]

author-image
Puspanjali Panda
ଅଦ୍ୟତନ ହୋଇଛି
ପପୁର ‘ଶକ୍ତି’ ପ୍ରୀତି

papy

ପପୁ ପ୍ରୀତିକୁ ଫିଲ୍ମ ଦେଖାଇ ନେବ ବୋଲି କହିଥିଲା। ହେଲେ ଅଫିସରେ କାମ ଥିବା ଯୋଗୁ ପପୁର ଫେରିବାରେ ଲେଟ୍‌ ହୋଇଗଲା। ଘରେ ଆସି ପହଞ୍ଚି ଦେଖେ ତ ପ୍ରୀତି ରାଗରେ ଫଁ ଫଁ ହଉଛି। ପ୍ରୀତିକୁ ମନାଇବା ପାଇଁ ପପୁ କ’ଣ କଲା ପଢ଼ନ୍ତୁ...

Advertisment

ପପୁ : ପ୍ରୀତି ଜାଣିଛ, ତୁମେ ମୋ ଶକ୍ତି। ତୁମ ମୁହଁକୁ ଦେଖି ଦେଲେ ମୋର ସବୁ କାମ ହୋଇଯାଏ।

ପ୍ରୀତି : ଏ କଥା ଶୁଣି ଆହୁରି ରାଗିଗଲା।

ପପୁ : କ’ଣ ହେଲା, ମୁଁ କିଛି ଭୁଲ୍‌ କହିଦେଲି କି ?

ପ୍ରୀତି : ଆଚ୍ଛା, ତା’ ହେଲେ ମୁଁ ଯଦି ତୁମ ଶକ୍ତି, ଅନ୍ୟ ସ୍ତ୍ରୀଲୋକ ତମର ଦୁର୍ବଳତା, ନୁହେଁ ?

Advertisment

ପପୁ  ବିଚରା ପ୍ରୀତିର ଏମିତି କଥା ଶୁଣି କ’ଣ ଉତ୍ତର ଦେବ ଜାଣିପାରିଲାନି।