ପେଁ ପେଁ କରି ଦଉନ

ବସ୍ଟି ଦ୍ରୁତ ଗତିରେ ଚାଲୁଥିବା ବେଳେ ହଠାତ୍ ରାସ୍ତା ପାଖ ବସ୍ତିରୁ ଜଣେ ମହିଳା ଛୁଆଟେ ଧରି ଆସି ଆଗରେ ଠିଆ ହେଇଗଲେ

ଡ୍ରାଇଭର୍‌ ବିକଳରେ ବ୍ରେକ୍ ମାରି କୌଣସି ମତେ ବସ୍କୁ ଅଟକାଇ ମହିଳାଙ୍କୁ ନାଲିଆଖି ଦେଖାଇ କିଛି କହିବା ପୂର୍ବରୁ ମହିଳା ଜଣକ ଦାନ୍ତ ଦେଖାଇ କହିଲେଡ୍ରାଇଭର ଭାଇନା! ଟିକେ ପେଁ ପେଁ କରି ଦଉନ। ମୋ ପୁଅ ଘଣ୍ଟେ ହେଲାଣି କାନ୍ଦୁଛି। ଜମା ବୁଝୁନି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।