/odisha-reporter/media/post_attachments/uploads/2019/08/122.jpg)
122
ବସ୍ଟିଦ୍ରୁତଗତିରେଚାଲୁଥିବାବେଳେହଠାତ୍ରାସ୍ତାପାଖବସ୍ତିରୁ ଜଣେ ମହିଳା ଛୁଆଟେ ଧରି ଆସିଆଗରେଠିଆହେଇଗଲେ।
Advertisment
ଡ୍ରାଇଭର୍ବିକଳରେବ୍ରେକ୍ମାରିକୌଣସି ମତେବସ୍କୁଅଟକାଇମହିଳାଙ୍କୁନାଲିଆଖିଦେଖାଇକିଛିକହିବାପୂର୍ବରୁମହିଳାଜଣକଦାନ୍ତଦେଖାଇକହିଲେ- ଡ୍ରାଇଭରଭାଇନା! ଟିକେପେଁପେଁକରିଦଉନ।ମୋପୁଅଘଣ୍ଟେହେଲାଣିକାନ୍ଦୁଛି।ଜମାବୁଝୁନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
