Advertisment

ପେଁ ପେଁ କରି ଦଉନ

ବସ୍‌ଟି ଦ୍ରୁତ ଗତିରେ ଚାଲୁଥିବା ବେଳେ ହଠାତ୍ ରାସ୍ତା ପାଖ ବସ୍ତିରୁ ଜଣେ ମହିଳା ଛୁଆଟେ ଧରି ଆସି ଆଗରେ ଠିଆ ହେଇଗଲେ। ଡ୍ରାଇଭର୍‌ ବିକଳରେ ବ୍ରେକ୍ ମାରି କୌଣସି ମତେ ବସ୍‌କୁ ଅଟକାଇ ମହିଳାଙ୍କୁ ନାଲିଆଖି ଦେଖାଇ କିଛି କହିବା ପୂର୍ବରୁ ମହିଳା ଜଣକ ଦାନ୍ତ ଦେଖାଇ କହିଲେ– ଡ୍ରାଇଭର ଭାଇନା! ଟିକେ ପେଁ ପେଁ କରି ଦଉନ। ମୋ ପୁଅ ଘଣ୍ଟେ ହେଲାଣି କାନ୍ଦୁଛି। ଜମା ବୁଝୁନି।

ପେଁ ପେଁ କରି ଦଉନ

122

Advertisment

ବସ୍ଟିଦ୍ରୁତଗତିରେଚାଲୁଥିବାବେଳେହଠାତ୍ରାସ୍ତାପାଖବସ୍ତିରୁ ଜଣେ ମହିଳା ଛୁଆଟେ ଧରି ଆସିଆଗରେଠିଆହେଇଗଲେ

Advertisment

ଡ୍ରାଇଭର୍‌ବିକଳରେବ୍ରେକ୍ମାରିକୌଣସି ମତେବସ୍କୁଅଟକାଇମହିଳାଙ୍କୁନାଲିଆଖିଦେଖାଇକିଛିକହିବାପୂର୍ବରୁମହିଳାଜଣକଦାନ୍ତଦେଖାଇକହିଲେ- ଡ୍ରାଇଭରଭାଇନା! ଟିକେପେଁପେଁକରିଦଉନ।ମୋପୁଅଘଣ୍ଟେହେଲାଣିକାନ୍ଦୁଛି।ଜମାବୁଝୁନି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe