Advertisment

ଏତେ ଖୁସି!

ମହେଶ– କାଲି ତୁ ଏତେ ଦୁଃଖୀ କାଇଁ ଥିଲୁ? ସୁରେଶ– ମୋ ସ୍ତ୍ରୀ ଶାଢ଼ି କିଣିବ ବୋଲି ମୋଠୁ ୨୦୦୦ଟଙ୍କା ନେଇଥିଲା। ମହେଶ– ତା’ହେଲେ ଆଜି ଏତେ ଖୁସି କ’ଣ ପାଇଁ ଅଛୁ? ସୁରେଶ– ମୋ ସ୍ତ୍ରୀ କାଲି ଯେଉଁ ଶାଢ଼ି କିଣିଥିଲା, ତାକୁ ପିନ୍ଧି ଆଜି ତୋ ସ୍ତ୍ରୀକୁ ଦେଖା କରିବାକୁ ଯାଇଛି।

author-image
Biswobandita Swain
ଅଦ୍ୟତନ ହୋଇଛି
ଏତେ ଖୁସି!

joke

ମହେଶ- କାଲି ତୁ ଏତେ ଦୁଃଖୀ କାଇଁ ଥିଲୁ?

ସୁରେଶ- ମୋ ସ୍ତ୍ରୀ ଶାଢ଼ି କିଣିବ ବୋଲି ମୋଠୁ ୨୦୦୦ଟଙ୍କା ନେଇଥିଲା।

ମହେଶ- ତା’ହେଲେ ଆଜି ଏତେ ଖୁସି କ’ଣ ପାଇଁ ଅଛୁ?

ସୁରେଶ- ମୋ ସ୍ତ୍ରୀ କାଲି ଯେଉଁ ଶାଢ଼ି କିଣିଥିଲା, ତାକୁ ପିନ୍ଧି ଆଜି ତୋ ସ୍ତ୍ରୀକୁ ଦେଖା କରିବାକୁ ଯାଇଛି।

Advertisment