ଅଦ୍ୟତନ ହୋଇଛି
joke
Advertisment
ମହେଶ- କାଲି ତୁ ଏତେ ଦୁଃଖୀ କାଇଁ ଥିଲୁ?
ସୁରେଶ- ମୋ ସ୍ତ୍ରୀ ଶାଢ଼ି କିଣିବ ବୋଲି ମୋଠୁ ୨୦୦୦ଟଙ୍କା ନେଇଥିଲା।
ମହେଶ- ତା’ହେଲେ ଆଜି ଏତେ ଖୁସି କ’ଣ ପାଇଁ ଅଛୁ?
ସୁରେଶ- ମୋ ସ୍ତ୍ରୀ କାଲି ଯେଉଁ ଶାଢ଼ି କିଣିଥିଲା, ତାକୁ ପିନ୍ଧି ଆଜି ତୋ ସ୍ତ୍ରୀକୁ ଦେଖା କରିବାକୁ ଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/joke.jpg)