/odisha-reporter/media/post_attachments/uploads/2019/08/papuu.jpg)
papuu
ଅମରନାଥ ଯାତ୍ରା କରିବାକୁ କଶ୍ମୀର ଯାଇଥିଲା ପପୁ। ସେଠାରେ ଜିନିଷ କିଣିବା ପାଇଁ ପପୁ ପାଖରେ ଚେଞ୍ଜ୍ ନ ଥିଲା। ସେ ଗୋଟିଏ ଦୋକାନୀ ପାଖକୁ ୫୦୦ ଟଙ୍କା ଚେଞ୍ଜ୍ କରିବା ପାଇଁ ଗଲା। ତା’ ପରେ କଣ ହେଲା ପଢ଼ନ୍ତୁ...
Advertisment
ପପୁ: ଭାଇ ୫୦୦ ଟଙ୍କାର ଚେଞ୍ଜ୍ ଦେବେ..
ଦୋକାନୀ: ଏଇ ନିଅନ୍ତୁ..
ପପୁ: ଇଏ କ’ଣ.. ୧୩୦ ଟଙ୍କା ଦେଲେ। ବାକି ୩୭୦ କୁଆଡେ ଗଲା।
ଦୋକାନୀ : ବାକି ୩୭୦ ଅମିତ ଶାହ ନେଇଗଲେ...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
