Advertisment

କଶ୍ମୀରରେ ୫୦୦ ଟଙ୍କା ଚେଞ୍ଜ୍‌ କରି ଫସିଗଲା ପପୁ

ଅମରନାଥ ଯାତ୍ରା କରିବାକୁ କଶ୍ମୀର ଯାଇଥିଲା ପପୁ। ସେଠାରେ ଜିନିଷ କିଣିବା ପାଇଁ ପପୁ ପାଖରେ ଚେଞ୍ଜ୍‌ ନ ଥିଲା। ସେ ଗୋଟିଏ ଦୋକାନୀ ପାଖକୁ ୫୦୦ ଟଙ୍କା ଚେଞ୍ଜ୍‌ କରିବା ପାଇଁ ଗଲା। ତା’ ପରେ କଣ ହେଲା ପଢ଼ନ୍ତୁ… ପପୁ: ଭାଇ ୫୦୦ ଟଙ୍କାର ଚେଞ୍ଜ୍‌ ଦେବେ.. ଦୋକାନୀ: ଏଇ ନିଅନ୍ତୁ.. ପପୁ: ଇଏ କ’ଣ.. ୧୩୦ ଟଙ୍କା ଦେଲେ। ବାକି ୩୭୦ କୁଆଡେ ଗଲା। ଦୋକାନୀ : ବାକି ୩୭୦ ଅମିତ ଶାହ […]

କଶ୍ମୀରରେ ୫୦୦ ଟଙ୍କା ଚେଞ୍ଜ୍‌ କରି ଫସିଗଲା ପପୁ

papuu

Advertisment

ଅମରନାଥ ଯାତ୍ରା କରିବାକୁ କଶ୍ମୀର ଯାଇଥିଲା ପପୁ। ସେଠାରେ ଜିନିଷ କିଣିବା ପାଇଁ ପପୁ ପାଖରେ ଚେଞ୍ଜ୍‌ ନ ଥିଲା। ସେ ଗୋଟିଏ ଦୋକାନୀ ପାଖକୁ ୫୦୦ ଟଙ୍କା ଚେଞ୍ଜ୍‌ କରିବା ପାଇଁ ଗଲା। ତା’ ପରେ କଣ ହେଲା ପଢ଼ନ୍ତୁ...

Advertisment

ପପୁ: ଭାଇ ୫୦୦ ଟଙ୍କାର ଚେଞ୍ଜ୍‌ ଦେବେ..

ଦୋକାନୀ: ଏଇ ନିଅନ୍ତୁ..

ପପୁ: ଇଏ କ’ଣ.. ୧୩୦ ଟଙ୍କା ଦେଲେ। ବାକି ୩୭୦ କୁଆଡେ ଗଲା।

ଦୋକାନୀ : ବାକି ୩୭୦ ଅମିତ ଶାହ ନେଇଗଲେ...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe