Advertisment

ମେରେ ଦେଶ୍‌ କୀ ଧରତୀ

ପତ୍ନୀ: ହେଇଟି ବାହାଘରର ଏତେ ଦିନ ହେଲାଣି, କିନ୍ତୁ ତୁମେ କେବେ ବି ମୋତେ ସୁନା, ହୀରା ଓ ମୋତି ଭିତରୁ କୋଉଟା ଏଯାଏ ଗିଫ୍‌ଟ କରିନ। ଏହା ଶୁଣି ସ୍ୱାମୀ ଏଇ ନିଅ ଧର କହି ତଳୁ ମାଟିରୁ ମୁଠେ ରାମ୍ପୁଡ଼ି ଆଣି ଧରେଇ ଦେଲେ। ପତ୍ନୀ: ଏଗୁଡ଼ାକ କ’ଣ ଦଉଛ ମ? ସ୍ୱାମୀ: ମୋବାଇଲ୍‌ଟାକୁ ପତ୍ନୀଙ୍କ କାନରେ ଲଗେଇ ଦେଇ କହିଲେ ଶୁଣ। (ଗୀତ ବାଜୁଥିଲା… ମେରେ ଦେଶ କୀ ଧରତୀ ସୋନା ଉଗ୍‌ଲେ… […]

ମେରେ ଦେଶ୍‌ କୀ ଧରତୀ

car

Advertisment

ପତ୍ନୀ: ହେଇଟି ବାହାଘରର ଏତେ ଦିନ ହେଲାଣି, କିନ୍ତୁ ତୁମେ କେବେ ବି ମୋତେ ସୁନା, ହୀରା ଓ ମୋତି ଭିତରୁ କୋଉଟା ଏଯାଏ ଗିଫ୍‌ଟ କରିନ।

Advertisment

ଏହା ଶୁଣି ସ୍ୱାମୀ ଏଇ ନିଅ ଧର କହି ତଳୁ ମାଟିରୁ ମୁଠେ ରାମ୍ପୁଡ଼ି ଆଣି ଧରେଇ ଦେଲେ।

ପତ୍ନୀ: ଏଗୁଡ଼ାକ କ’ଣ ଦଉଛ ମ?

ସ୍ୱାମୀ: ମୋବାଇଲ୍‌ଟାକୁ ପତ୍ନୀଙ୍କ କାନରେ ଲଗେଇ ଦେଇ କହିଲେ ଶୁଣ। (ଗୀତ ବାଜୁଥିଲା... ମେରେ ଦେଶ କୀ ଧରତୀ ସୋନା ଉଗ୍‌ଲେ... ଉଗ୍‌ଲେ ହୀରେ ମୋତି...ମେରେ ଦେଶ୍‌ କୀ ଧରତୀ...।)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe