okkkk
Advertisment
ବାହାଘର ପାଇଁ ପପୁ ଝିଅ ଦେଖିବାକୁ ଯାଇଥିଲା। ପପୁକୁ ଦେଖି ଝିଅ ପଚାରିଲା..
ଝିଅ : ତୁମେ କଣ କରିବାକୁ ଭଲପାଅ ?
ପପୁ : ମୁଁ ରେଜା ଏକାଠି କରିବାରୁ ଭଲପାଏ।
ଝିଅ : ଆରେ ବାଃ ଭଲ କଥା, ମୁଁ ବି ରେଜା ଏକାଠି କରେ।
ପପୁ : ତା’ହେଲେ ତୁମେ ବି କ’ଣ ମୋ ପରି ଭିକାରୀ ?