Advertisment

ଭଗବାନ ଶିବଙ୍କୁ ୩୨ଟି ଲିଭର୍‌ ମାଗିଲା ସୋନୁ

ଅତ୍ୟଧିକ ମଦ ପିଇବା ଯୋଗୁ ସୋନୁର ମରିବା ସମୟ ନିକଟତର ହୋଇଗଲା। ସୋନୁ ଶିବ ଭକ୍ତ ଥିଲା। ତେଣୁ ମରିବା ଆଗରୁ ସେ ଶିବଙ୍କର ନାମ ଜପିବାକୁ ଲାଗିଲା। ଭକ୍ତର ଡାକ ଶୁଣି ଭଗବାନ ଶିବ ରହିପାରିଲେ ନାହିଁ। ତେଣୁ ସୋନୁର ଜୀବନ ଯିବା ଆଗରୁ ତା’ ସାମ୍ନାରେ ଭଗବାନ ଶିବ ପ୍ରକଟ ହେଲେ ଓ ପଚାରିଲେ – ଭକ୍ତ ତୁମର କିଛି ଶେଷ ଇଚ୍ଛା ଅଛି ଯଦି କୁହ। ସୋନୁ : ପ୍ରଭୁ ଆର ଜନ୍ମରେ ଗୋଟିଏ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଭଗବାନ ଶିବଙ୍କୁ ୩୨ଟି ଲିଭର୍‌ ମାଗିଲା ସୋନୁ

shiba

ଅତ୍ୟଧିକ ମଦ ପିଇବା ଯୋଗୁ ସୋନୁର ମରିବା ସମୟ ନିକଟତର ହୋଇଗଲା। ସୋନୁ ଶିବ ଭକ୍ତ ଥିଲା। ତେଣୁ ମରିବା ଆଗରୁ ସେ ଶିବଙ୍କର ନାମ ଜପିବାକୁ ଲାଗିଲା।

Advertisment

ଭକ୍ତର ଡାକ ଶୁଣି ଭଗବାନ ଶିବ ରହିପାରିଲେ ନାହିଁ। ତେଣୁ ସୋନୁର ଜୀବନ ଯିବା ଆଗରୁ ତା’ ସାମ୍ନାରେ ଭଗବାନ ଶିବ ପ୍ରକଟ ହେଲେ ଓ ପଚାରିଲେ - ଭକ୍ତ ତୁମର କିଛି ଶେଷ ଇଚ୍ଛା ଅଛି ଯଦି କୁହ।

ସୋନୁ : ପ୍ରଭୁ ଆର ଜନ୍ମରେ ଗୋଟିଏ ଦାନ୍ତ ଦିଅ ପଛେ ୩୨ଟି ଲିଭର୍‌ ଦେବ। ଏହା ହିଁ ମୋର ଶେଷ ଇଚ୍ଛା।

Advertisment