ଗୋଟିଏ ଦିନରେ ୨ଟି ଲଟେରି !

ସ୍ତ୍ରୀ-  ମନେକର ଦିନେ ତମର କୋଟିଏ ଟଙ୍କା ଲଟେରି ଲାଗିଯିବ ଓ ସେଇଦିନ ହିଁ ମୋତେ କିଛି ଗୁଣ୍ଡା ଉଠାଇ ନେଇ ମୋ ବଦଳରେ ସେଇ ଟଙ୍କା ଦେବାକୁ କହିବେ, ତା’ହେଲେ ତୁମେ କ’ଣ କରିବ?

ସ୍ୱାମୀ- ମୁଁ ବସି ଭାବିବି।

ସ୍ତ୍ରୀ- କ’ଣ?

ସ୍ୱାମୀ- ଗୋଟେ ଦିନରେ ୨ଟି ଲଟେରି କେମିତି ଲାଗି ପାରିବ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।