Human Intrest news ଗୋଟିଏ ଦିନରେ ୨ଟି ଲଟେରି ! ସ୍ତ୍ରୀ- ମନେକର ଦିନେ ତମର କୋଟିଏ ଟଙ୍କା ଲଟେରି ଲାଗିଯିବ ଓ ସେଇଦିନ ହିଁ ମୋତେ କିଛି ଗୁଣ୍ଡା ଉଠାଇ ନେଇ ମୋ ବଦଳରେ ସେଇ ଟଙ୍କା ଦେବାକୁ କହିବେ, ତା’ହେଲେ ତୁମେ କ’ଣ କରିବ? ସ୍ୱାମୀ- ମୁଁ ବସି ଭାବିବି। ସ୍ତ୍ରୀ- କ’ଣ? ସ୍ୱାମୀ- ଗୋଟେ ଦିନରେ ୨ଟି ଲଟେରି କେମିତି ଲାଗି ପାରିବ। Biswobandita Swain 02 Dec 2019 09:59 IST ଅଦ୍ୟତନ ହୋଇଛି 02 Dec 2019 10:12 IST hwସ୍ତ୍ରୀ- ମନେକର ଦିନେ ତମର କୋଟିଏ ଟଙ୍କା ଲଟେରି ଲାଗିଯିବ ଓ ସେଇଦିନ ହିଁ ମୋତେ କିଛି ଗୁଣ୍ଡା ଉଠାଇ ନେଇ ମୋ ବଦଳରେ ସେଇ ଟଙ୍କା ଦେବାକୁ କହିବେ, ତା’ହେଲେ ତୁମେ କ’ଣ କରିବ?Advertismentସ୍ୱାମୀ- ମୁଁ ବସି ଭାବିବି।ସ୍ତ୍ରୀ- କ’ଣ?ସ୍ୱାମୀ- ଗୋଟେ ଦିନରେ ୨ଟି ଲଟେରି କେମିତି ଲାଗି ପାରିବ। Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ