Advertisment

ଗୋଟିଏ ଦିନରେ ୨ଟି ଲଟେରି !

ସ୍ତ୍ରୀ-  ମନେକର ଦିନେ ତମର କୋଟିଏ ଟଙ୍କା ଲଟେରି ଲାଗିଯିବ ଓ ସେଇଦିନ ହିଁ ମୋତେ କିଛି ଗୁଣ୍ଡା ଉଠାଇ ନେଇ ମୋ ବଦଳରେ ସେଇ ଟଙ୍କା ଦେବାକୁ କହିବେ, ତା’ହେଲେ ତୁମେ କ’ଣ କରିବ? ସ୍ୱାମୀ- ମୁଁ ବସି ଭାବିବି। ସ୍ତ୍ରୀ- କ’ଣ? ସ୍ୱାମୀ- ଗୋଟେ ଦିନରେ ୨ଟି ଲଟେରି କେମିତି ଲାଗି ପାରିବ।

ଅଦ୍ୟତନ ହୋଇଛି
ଗୋଟିଏ ଦିନରେ ୨ଟି ଲଟେରି !

hw

Advertisment

ସ୍ତ୍ରୀ-  ମନେକର ଦିନେ ତମର କୋଟିଏ ଟଙ୍କା ଲଟେରି ଲାଗିଯିବ ଓ ସେଇଦିନ ହିଁ ମୋତେ କିଛି ଗୁଣ୍ଡା ଉଠାଇ ନେଇ ମୋ ବଦଳରେ ସେଇ ଟଙ୍କା ଦେବାକୁ କହିବେ, ତା’ହେଲେ ତୁମେ କ’ଣ କରିବ?

Advertisment

ସ୍ୱାମୀ- ମୁଁ ବସି ଭାବିବି।

ସ୍ତ୍ରୀ- କ’ଣ?

ସ୍ୱାମୀ- ଗୋଟେ ଦିନରେ ୨ଟି ଲଟେରି କେମିତି ଲାଗି ପାରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe