/odisha-reporter/media/post_attachments/uploads/2019/08/jail2.jpg)
jail2
ଗୋଟିଏ ଚୋରର ସଜା ପୂରା ହେବା ପରେ ସେ ଜେଲ୍ରୁ ବାହାରିବା ଦିନ ଜେଲର୍ଙ୍କ ସହିତ ଦେଖା କଲା। ତା’ ପରେ କ’ଣ ହେଲା ପଢ଼ନ୍ତୁ...
Advertisment
ଜେଲର୍: ଜେଲ୍ରୁ ବାହାରିବା ପରେ ପ୍ରଥମ କାମ ତୁମେ କ’ଣ କରିବ ?
ଚୋର: ସାର୍ ମୁଁ ଗୋଟେ ଟର୍ଚ୍ଚ କିଣିବି..
ଜେଲର୍: କାହିଁକି ??
ଚୋର: ଗତଥର ମୁଁ ଯେଉଁ ଘରେ ଚୋରି କରିବାକୁ ପଶିଥିଲି ସେଠି ଅନ୍ଧାର ଥିଲା। ଆଉ ଭୁଲ୍ରେ ଲାଇଟ୍ ମାରିବା ପରିବର୍ତ୍ତେ ମୁଁ ରେଡିଓ ସୁଇଚ୍ ଅନ୍ କରି ଦେଇଥିଲି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
