ଜେଲ୍‌ରୁ ବାହାରିଲେ ଟର୍ଚ୍ଚ କିଣିବି

ଗୋଟିଏ ଚୋରର ସଜା ପୂରା ହେବା ପରେ ସେ ଜେଲ୍‌ରୁ ବାହାରିବା ଦିନ ଜେଲର୍‌ଙ୍କ ସହିତ ଦେଖା କଲା। ତା’ ପରେ କ’ଣ ହେଲା ପଢ଼ନ୍ତୁ… ଜେଲର୍‌: ଜେଲ୍‌ରୁ ବାହାରିବା ପରେ ପ୍ରଥମ କାମ ତୁମେ କ’ଣ କରିବ ? ଚୋର: ସାର୍‌ ମୁଁ ଗୋଟେ ଟର୍ଚ୍ଚ କିଣିବି.. ଜେଲର୍‌: କାହିଁକି ?? ଚୋର: ଗତଥର ମୁଁ ଯେଉଁ ଘରେ ଚୋରି କରିବାକୁ ପଶିଥିଲି ସେଠି ଅନ୍ଧାର ଥିଲା। ଆଉ ଭୁଲ୍‌ରେ ଲାଇଟ୍‌ ମାରିବା ପରିବର୍ତ୍ତେ ମୁଁ […]

jail2

Puspanjali Panda
  • Published: Sunday, 18 August 2019
  • , Updated: 18 August 2019, 11:36 AM IST

ଗୋଟିଏ ଚୋରର ସଜା ପୂରା ହେବା ପରେ ସେ ଜେଲ୍‌ରୁ ବାହାରିବା ଦିନ ଜେଲର୍‌ଙ୍କ ସହିତ ଦେଖା କଲା। ତା’ ପରେ କ’ଣ ହେଲା ପଢ଼ନ୍ତୁ...

ଜେଲର୍‌: ଜେଲ୍‌ରୁ ବାହାରିବା ପରେ ପ୍ରଥମ କାମ ତୁମେ କ’ଣ କରିବ ?

ଚୋର: ସାର୍‌ ମୁଁ ଗୋଟେ ଟର୍ଚ୍ଚ କିଣିବି..

ଜେଲର୍‌: କାହିଁକି ??

ଚୋର: ଗତଥର ମୁଁ ଯେଉଁ ଘରେ ଚୋରି କରିବାକୁ ପଶିଥିଲି ସେଠି ଅନ୍ଧାର ଥିଲା। ଆଉ ଭୁଲ୍‌ରେ ଲାଇଟ୍‌ ମାରିବା ପରିବର୍ତ୍ତେ ମୁଁ ରେଡିଓ ସୁଇଚ୍‌ ଅନ୍‌ କରି ଦେଇଥିଲି।

Related story