ଅଦ୍ୟତନ ହୋଇଛି
mick,,
Advertisment
ସ୍ୱାମୀ- ମୁଁ ତୁମକୁ ଆମର ଦଶମ ବିବାହ ବାର୍ଷିକୀରେ ଆଣ୍ଡାମାନ୍-ନିକୋବର ନେଇଯିବି।
ସ୍ତ୍ରୀ- ସତରେ ?
ସ୍ୱାମୀ- ହଁ।
ସ୍ତ୍ରୀ- ଆଉ ୨୫ତମ ବିବାହ ବାର୍ଷିକୀରେ?
ସ୍ୱାମୀ- ସେଠାରୁ ତୁମକୁ ଫେରେଇକି ଆଣିବାକୁ ଯିବି।
mick,,
ସ୍ୱାମୀ- ମୁଁ ତୁମକୁ ଆମର ଦଶମ ବିବାହ ବାର୍ଷିକୀରେ ଆଣ୍ଡାମାନ୍-ନିକୋବର ନେଇଯିବି।
ସ୍ତ୍ରୀ- ସତରେ ?
ସ୍ୱାମୀ- ହଁ।
ସ୍ତ୍ରୀ- ଆଉ ୨୫ତମ ବିବାହ ବାର୍ଷିକୀରେ?
ସ୍ୱାମୀ- ସେଠାରୁ ତୁମକୁ ଫେରେଇକି ଆଣିବାକୁ ଯିବି।