Advertisment

ଘର ଲୋକେ ସକାଳୁ ଉଠଉ ନାହାନ୍ତି

ରିଙ୍କି: ଆଜିକାଲି ଘର ଲୋକ ମତେ ଆଉ ସକାଳୁ ଉଠଉ ନାହାନ୍ତି। ପିଙ୍କି: କାହିଁକି? ରିଙ୍କି: ସେମାନେ ଜାଣିଛନ୍ତି ଯଦି ଖଟରୁ ଇଠେଇ ଦେବେ, ତା’ହେଲେ ଫୋନ୍‌ରେ ପଶିଯିବି।

ଘର ଲୋକେ ସକାଳୁ ଉଠଉ ନାହାନ୍ତି

girl

Advertisment

ରିଙ୍କି: ଆଜିକାଲି ଘର ଲୋକ ମତେ ଆଉ ସକାଳୁ ଉଠଉ ନାହାନ୍ତି।

ପିଙ୍କି: କାହିଁକି?

ରିଙ୍କି: ସେମାନେ ଜାଣିଛନ୍ତି ଯଦି ଖଟରୁ ଇଠେଇ ଦେବେ, ତା’ହେଲେ ଫୋନ୍‌ରେ ପଶିଯିବି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe