ପପୁ- ଶୁଣିଲି ତୋ ମୋବାଇଲ୍ ଫୋନ୍ ଚୋରି ହୋଇଗଲା।
ଗପ୍ପୁ- ହଁ।
ପପୁ- ଏବେ କ’ଣ କରିବୁ?
ଗପ୍ପୁ- କିଛି ଚିନ୍ତା କରିନି।
ପପୁ- ତେବେ ଗୋଟେ କାମ କର, ଚାର୍ଜରଟା ମତେ ଦେଇ ଦେ।
ପପୁ- ଶୁଣିଲି ତୋ ମୋବାଇଲ୍ ଫୋନ୍ ଚୋରି ହୋଇଗଲା। ଗପ୍ପୁ- ହଁ। ପପୁ– ଏବେ କ’ଣ କରିବୁ? ଗପ୍ପୁ– କିଛି ଚିନ୍ତା କରିନି। ପପୁ- ତେବେ ଗୋଟେ କାମ କର, ଚାର୍ଜରଟା ମତେ ଦେଇ ଦେ।
123
ପପୁ- ଶୁଣିଲି ତୋ ମୋବାଇଲ୍ ଫୋନ୍ ଚୋରି ହୋଇଗଲା।
ଗପ୍ପୁ- ହଁ।
ପପୁ- ଏବେ କ’ଣ କରିବୁ?
ଗପ୍ପୁ- କିଛି ଚିନ୍ତା କରିନି।
ପପୁ- ତେବେ ଗୋଟେ କାମ କର, ଚାର୍ଜରଟା ମତେ ଦେଇ ଦେ।