Advertisment

ପଡ଼ୋଶୀ ଘର ଝିଅକୁ ବିବାହ

ପପୁ ଘର ପାଖରେ ଥିବା ପଡ଼ୋଶୀ ଘର ଝିଅର ବାହାଘର ହେଉଥିଲା। ଝିଅ ବିଦା ହେଉଥିବା ସମୟରେ ବାପାମା’ ବହୁତ କାନ୍ଦୁ ଥିବା ପପୁ ଦେଖିଲା। ଏସବୁ ଦୃଶ୍ୟକୁ ପପୁ ଦେଖି ପାରିଲା ନାହିଁ ଏବଂ ଝିଅର ବାପାଙ୍କ କାନରେ ଯାଇ କହିଲା, ଯଦି ଏତେ ଚିନ୍ତା ଥିଲା, ତେବେ ମୋ ସାଙ୍ଗରେ ଝିଅର ବାହାଘର କରିଲ ନାହିଁ କାହିଁକି ? ଏକଥା ଶୁଣିବା ପରେ ସେଦିନ ପପୁକୁ ଏତେ ମାଡ଼ ପଡ଼ିଲା ଯେ ସେ ଏପର୍ଯ୍ୟନ୍ତ […]

ପଡ଼ୋଶୀ ଘର ଝିଅକୁ ବିବାହ

papu

Advertisment

ପପୁ ଘର ପାଖରେ ଥିବା ପଡ଼ୋଶୀ ଘର ଝିଅର ବାହାଘର ହେଉଥିଲା। ଝିଅ ବିଦା ହେଉଥିବା ସମୟରେ ବାପାମା’ ବହୁତ କାନ୍ଦୁ ଥିବା ପପୁ ଦେଖିଲା। ଏସବୁ ଦୃଶ୍ୟକୁ ପପୁ ଦେଖି ପାରିଲା ନାହିଁ ଏବଂ ଝିଅର ବାପାଙ୍କ କାନରେ ଯାଇ କହିଲା, ଯଦି ଏତେ ଚିନ୍ତା ଥିଲା, ତେବେ ମୋ ସାଙ୍ଗରେ ଝିଅର ବାହାଘର କରିଲ ନାହିଁ କାହିଁକି ? ଏକଥା ଶୁଣିବା ପରେ ସେଦିନ ପପୁକୁ ଏତେ ମାଡ଼ ପଡ଼ିଲା ଯେ ସେ ଏପର୍ଯ୍ୟନ୍ତ କାନ୍ଦୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe