/odisha-reporter/media/post_attachments/uploads/2020/02/new.jpg)
new
ରାଜୁର ନୂଆ ବାହାଘର ହୋଇଛି। ସ୍ତ୍ରୀ ତା’ ପାଇଁ ପ୍ରଥମଥର ରୋଷେଇ କରିଛି। ରାଜୁ ଖାଇବାକୁ ବସିଲା। ତରକାରୀରେ ଲଙ୍କା ଅଧିକ ପଡ଼ିଥିଲା। କିନ୍ତୁ ସେ ମୁହଁ ଖୋଲି କହିପାରିଲା ନାହିଁ।
Advertisment
ରାଜୁ : ତରକାରୀ ବହୁତ ଭଲ ହୋଇଛି।
ରାଜୁର ସ୍ତ୍ରୀ : କିନ୍ତୁ ତୁମେ କାନ୍ଦୁଛ କାହିଁକି ?
ରାଜୁ : ଖୁସିରେ ମୋ ଆଖିରୁ ଲୁହ ବାହାରୁଛି।
ରାଜୁର ସ୍ତ୍ରୀ : ତା’ହେଲେ, ଆଉଟିକେ ତରକାରୀ ଦେଉଛି ?
ରାଜୁ : ନାଇ ଥାଉ ଡାର୍ଲିଂ, ମୁଁ ବେଶି ଖୁସି ବରଦାସ୍ତ କରିପାରିବି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
