Advertisment

ନୂଆ ନୂଆ ବାହାଘର ପରେ...

ରାଜୁର ନୂଆ ବାହାଘର ହୋଇଛି। ସ୍ତ୍ରୀ ତା’ ପାଇଁ ପ୍ରଥମଥର ରୋଷେଇ କରିଛି। ରାଜୁ ଖାଇବାକୁ ବସିଲା। ତରକାରୀରେ ଲଙ୍କା ଅଧିକ ପଡ଼ିଥିଲା। କିନ୍ତୁ ସେ ମୁହଁ ଖୋଲି କହିପାରିଲା ନାହିଁ। ରାଜୁ : ତରକାରୀ ବହୁତ ଭଲ ହୋଇଛି। ରାଜୁର ସ୍ତ୍ରୀ : କିନ୍ତୁ ତୁମେ କାନ୍ଦୁଛ କାହିଁକି ? ରାଜୁ : ଖୁସିରେ ମୋ ଆଖିରୁ ଲୁହ ବାହାରୁଛି। ରାଜୁର ସ୍ତ୍ରୀ : ତା’ହେଲେ, ଆଉଟିକେ ତରକାରୀ ଦେଉଛି ? ରାଜୁ : ନାଇ […]

ଅଦ୍ୟତନ ହୋଇଛି
ନୂଆ ନୂଆ ବାହାଘର ପରେ...

new

Advertisment

ରାଜୁର ନୂଆ ବାହାଘର ହୋଇଛି। ସ୍ତ୍ରୀ ତା’ ପାଇଁ ପ୍ରଥମଥର ରୋଷେଇ କରିଛି। ରାଜୁ ଖାଇବାକୁ ବସିଲା। ତରକାରୀରେ ଲଙ୍କା ଅଧିକ ପଡ଼ିଥିଲା। କିନ୍ତୁ ସେ ମୁହଁ ଖୋଲି କହିପାରିଲା ନାହିଁ।

Advertisment

ରାଜୁ : ତରକାରୀ ବହୁତ ଭଲ ହୋଇଛି।

ରାଜୁର ସ୍ତ୍ରୀ : କିନ୍ତୁ ତୁମେ କାନ୍ଦୁଛ କାହିଁକି ?

ରାଜୁ : ଖୁସିରେ ମୋ ଆଖିରୁ ଲୁହ ବାହାରୁଛି।

ରାଜୁର ସ୍ତ୍ରୀ : ତା’ହେଲେ, ଆଉଟିକେ ତରକାରୀ ଦେଉଛି ?

ରାଜୁ : ନାଇ ଥାଉ ଡାର୍ଲିଂ, ମୁଁ ବେଶି ଖୁସି ବରଦାସ୍ତ କରିପାରିବି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe